
ଭୁବନେଶ୍ବର: ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଗୃହ ମଧ୍ୟଭାଗରେ କଂଗ୍ରେସ ଓ ବିଜେଡିର ହୋହଲ୍ଲା ଦେଖିବାକୁ ମିଳିଥିଲା। ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୨ ଟା ୧୫ ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେଡି ନାରାବାଜି କରିଥିବାବେଳେ ନାରୀ ନିର୍ୟାତନା ପ୍ରସଙ୍ଗରେ ନାରାବାଜି କରିଥିଲା କଂଗ୍ରେସ।







