ପାଟଣାଗଡ଼: ପାଟଣାଗଡ଼ – ଗାଇସିଲାଟ ରାସ୍ତାରେ ଥିବା ଘସିଏନ ଓ ଲରମ୍ଭା ମଧ୍ୟରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଥିବା ଜଣାପଡିଛି। ଲରମ୍ଭା ଥାନା ବାଘମୁଣ୍ଡ ଗାଁକୁ ଗୋଟିଏ ବାଇକରେ ୪ଜଣ ଯାଉଥିଲେ। ଯିବା ବାଟରେ ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ ହାଇଓ୍ବାକୁ ପିଟି ଦେଇଥିଲା। ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ୩ ଗୁରୁତର ହୋଇ ପଡିଥିବା ଜଣାପଡିଛି। ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରା ଯାଉଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଲରମ୍ଭା ଥାନା ବାଘମୁଣ୍ଡ ଗାଁକୁ ଗୋଟିଏ ବାଇକରେ ୪ଜଣ ଯାଉଥିଲେ। ଯିବା ବାଟରେ ଘସିଏନ ଓ ଲରମ୍ଭା ମଧ୍ୟରେ ବାଇକ୍ ଭାରସାମ୍ୟ ହରାଇ ଏକ କୁ ପିଟି ଦେଇଥିଲା। ଫଳରେ ବାଇକରେ ବସିଥିବା ଏକ ନାବାଳକର ମୃତ୍ୟୁ ଘଟିଥିବା ବେଳେ ବାଇକରେ ବସିଥିବା ଅନ୍ୟ ୩ ଗୁରୁତର ହୋଇ ପଡିଥିବା ଜଣାପଡିଛି। ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରା ଯାଉଥିବା ଜଣାଯାଇଛି।
ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର
କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…








