
ଭୁବନେଶ୍ଵର : ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଅଭିଯୁକ୍ତକୁ ଗିରଫ କଲା ମଞ୍ଚେଶ୍ଵର ଥାନା ପୁଲିସ। ମୃତ ଯୁବକ ଜଣଙ୍କ ହେଲେ ସୁଶୀଲ ସିଂ। ଘଟଣାସ୍ଥଳରେ ଜୋନ୫ ଏସିପି ସହ ମଞ୍ଚେଶ୍ୱର ଥାନା ଅଧିକାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି।


