ପଶ୍ଚିମବଙ୍ଗର ବଡ଼ ଅପଡେଟ : ମମତା ଆଗରେ

ଗର୍ବିତ ଓଡ଼ିଆ : ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ସେଠାରେ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଦମଦାର ଲଢେ଼ଇ ହେଉଛି । ଗତଥର ଶୁଭେନ୍ଦୁଙ୍କ ଗଡ଼ ନନ୍ଦୀଗ୍ରାମରେ ମମତା ଲଢେ଼ଇ କରି ହାରିଥିବାବେଳେ ଏଥର ମମତାଙ୍କୁ ହରାଇବା ପାଇଁ ଶୁଭେନ୍ଦୁ ମମତାଙ୍କ ଗଡ଼ ଭବାନୀପୁରକୁ ଆସିଛନ୍ତି । ଏଯାବତ୍‌ ୨ ରାଉଣ୍ଡ ଗଣତି ସରିଥିବାବେଳେ ମମତା ବାନାର୍ଜୀ ୨ ହଜାର ଭୋଟରେ ଆଗୁଆ ରହିଛନ୍ତି । ମମତାଙ୍କୁ ୩୬୬୬ ଭୋଟ୍‌ ମିଳିଥିବାବେଳେ ଶୁଭେନ୍ଦୁଙ୍କୁ ୧୬୭୦ ଭୋଟ୍‌ ମିଳିଛି । ତେବେ ପ୍ରାରମ୍ଭରେ ମୁସଲିମ୍‌ ବହୁଳ ଅଞ୍ଚଳ ଗଣତି ହେଉଛି । ୧୦ ରାଉଣ୍ଡ ପରେ ସେ ଆଗୁଆ ରହିବେ ବୋଲି ଶୁଭେନ୍ଦୁ ଆକଳନ କରିଛନ୍ତି । ଅପରପକ୍ଷରେ ମମତା ବାନାର୍ଜୀଙ୍କ ଟିଏମସି ପଛରେ ପଡ଼ି ଯାଇଥିବାବେଳେ ବିଜେପି ସରକାର ଗଢ଼ିବାର ସମ୍ଭାବନା ସୃଷ୍ଟିକରିଛି ।

Related Posts

ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

Continue reading
ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ