ସେକ୍ସଟର୍ସନ ସର୍ଦ୍ଦାର ଗିରଫ

କଟକ: ପୁଲିସ ହାତରେ ସେକ୍ସଟର୍ସନ ସର୍ଦ୍ଦାର । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନନେଟର ସ୍ବତନ୍ତ୍ର ଟିମ୍‌ । ଜଣେ ନାଇଜେରିଆନ ଯୁବକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାନଜିଟ୍‌ ରିମାଣ୍ଡରେ ଆଣିଲା ପୁଲିସ । ଅଭିଯୁକ୍ତ ପାଖରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଫେକ୍‌ ଆଇଡିରେ ଯୁବତୀଙ୍କୁ କରୁଥିଲା ଟାର୍ଗେଟ । ନିଜକୁ ଡାକ୍ତର କହି ଯୁବତୀଙ୍କ ସହ ବାନ୍ଧୁଥିଲା ସର୍ମ୍ପକ । ନିଜର ପରିଚୟ ଲୁଚାଇ ଫେସବୁକରୁ ନେଉଥିଲା ହ୍ବାଟସଅପ ନମ୍ବର । ଫୋନ ନମ୍ବର ପାଇବା ପରେ ଆରମ୍ଭ କରୁଥିଲା ଅପରେସନ ସେକ୍ସଟର୍ସନ । ସର୍ମ୍ପକ ସ୍ଥାପନ କରି ଭଏସ କଲ ଓ ମେସେଜରେ କଥା ହେଉଥିଲା । କୌଶଳକ୍ରମେ ନ୍ୟୁଡ୍ ଭିଡିଓ ପାଇବା ପରେ ବ୍ଲାକମେଲ କରୁଥିଲା । ମୋଟା ଅଙ୍କର ଟଙ୍କା ନଦେଲେ ଭିଡିଓ ଭାଇରାଲ ଧମକ ଦେଉଥିଲା । ପୁଲିସ ହାତରେ ଅଭିଯୁକ୍ତର ୮ ସିମ କାର୍ଡ ଓ ୫ଟି ମୋବାଇଲ ଫୋନ । ୩ହଜାର ଯୁବତୀଙ୍କୁ ସେକ୍ସଟର୍ସନ ପାଇଁ କରିଥିଲା ତାଲିକା । କଟକର ଜଣେ ଯୁବତୀଙ୍କୁ ବ୍ଲାକମେଲ କରିବା ପରେ ଆତ୍ମହତ୍ୟା କରିଥିଲେ ।

  • Related Posts

    ଭିଣୋଇଙ୍କୁ ପିଟି ପିଟି ମାରିଦେଲା ଶାଳକ

    ବଡ଼ବିଲ: ପାରିବାରିକ ବିବାଦକୁ କେନ୍ଦ୍ର କରି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ । ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁସାହିରେ ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଧରିବାକୁ…

    Continue reading
    ରାଜଧାନୀରେ ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ !

    ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ଏକା ଥିବା ବେଳେ ଦୁଷ୍କର୍ମ । ଜଣେ ଦୁର୍ବୃତ୍ତ ମୁହଁରେ ମାସ୍କ ପିନ୍ଧି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଜଣେ ଦୁର୍ବୃତ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ