ଢେଙ୍କାନାଳ: ପରକୀୟା ପ୍ରୀତି ହେଲା କାଳ। ପରକୀୟା ପ୍ରୀତି ପାଇଁ ସ୍ବାମୀ ନେଲା ସ୍ତ୍ରୀର ଜୀବନ। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ ବାଲିଅମ୍ବା ଗ୍ରାମ ଉପର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନୃଶଂସ ସ୍ବାମୀ ପ୍ରଥମେ ସ୍ତ୍ରୀକୁ ମାଡ ପରେ ଜୋର ଜବରଦସ୍ତ କୀଟନାଶକ ପିଆଇ ସ୍ତ୍ରୀକୁ ହତ୍ୟା କରିଛି। ସ୍ବାମୀଙ୍କ ନାମ ପ୍ରଶାନ୍ତ ରଣା ହୋଇଥିବାବେଳେ ତାଙ୍କର ୧୧ ବର୍ଷ ତଳେ ହୋଇଥିଲା ବାହାଘର।
ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ
ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…


