୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ମିଳିଯିବ ନୂଆ ମଙ୍ଗୁଆଳ

ଭୁବନେଶ୍ୱର: ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି ବାଢ଼ିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ ଏଆଇସିସି ବସାଇବ ବୋଲି ସଙ୍କେତ ଦେଲେଣି। ତେବେ ବରିଷ୍ଠ ନା ଯୁବ ଚେହେରା, କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ? ଏ ପଦକୁ ନେଇ ଯେଉଁ ସବୁ ନେତାଙ୍କ ନାଁ ଚର୍ଚ୍ଚାରେ ସମସ୍ତେ କିନ୍ତୁ ନିଷ୍ପତ୍ତି ଦିଲ୍ଲୀ ହାଇକମାଣ୍ଡଙ୍କ ଉପରକୁ ଛାଡ଼ିଛନ୍ତି।

ନୂଆବର୍ଷରେ ନୂଆ ପିସିସି ସଭାପତି। ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ, ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ୱ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍। ସେହିଭଳି ସଭାପତି ପଦ ପାଇବାକୁ କିଛି ନେତା ଦିଲ୍ଲୀରେ ଲବି କରୁଛନ୍ତି ବୋଲି ପୂର୍ବରୁ ବିଧାୟକ ତାରା ବାହିନୀପତିଙ୍କ ମନ୍ତବ୍ୟକୁ ବି କଟାକ୍ଷ କରିଛନ୍ତି ମୋକିମ୍। ମୋକିମ୍ କହିଛନ୍ତି ଯେ ତାରା ବାବୁ ହିଁ ବେଶି ଦିଲ୍ଲୀ ଯାଆନ୍ତି, ସେ ଜାଣିଥିବେ କାହାର କାଟତି କାମ କରେ।

  • Related Posts

    ରମାଦେବୀରେ ବାଜିମାତ କରିଛି ବିସିଜେଡି

    ରମାଦେବୀ ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି ବିଜୁ ଛାତ୍ର ଜନତା ଦଳ ବା ବିସିଜେଡି। ଦଳର ସଭାପତି ପ୍ରାର୍ଥୀ ସୋନାଲି ବେହେରା ଏବିଭିପିର ସବୁ ରଣନୀତିକୁ ଫିକା କରି ବିଜୟ ଟୀକା ପିନ୍ଧିଛନ୍ତି। ଆଜି ସକାଳୁ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ…

    Continue reading
    ଏହି ସବୁ ସ୍ଥାନରେ ଜିତିଲାଣି ABVP

    ରାଜ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କଲେଜର ଫଳାଫଳ ଆସିଗଲାଣି। ଖବର ଲେଖାଯିବା ପର୍ଯ୍ୟନ୍ତ ଏବିଭିପି ଅଧିକ ସ୍ଥାନରେ ବାଜିମାତ୍ କରିଛି। ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର (GM) ବିଶ୍ୱବିଦ୍ୟାଳୟରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି