
ରାୟଗଡ଼ା: ରାୟଗଡ଼ା କୁଲି ପଞ୍ଚାୟତର ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ରାତିରେ ଶୋଇଥିଲେ, କାମୁଡ଼ିଦେଲା ବିଷାକ୍ତ ସାପ । ଚାଲିଗଲା ଜୀବନ । ମୃତକ ହେଲେ ମାଙ୍ଗି କାଡ୍ରାକା । ରାତିରେ ଶୋଇଥିବା ବେଳେ କେଉଁ ବିଷାକ୍ତ ସାପ କାମୁଡ଼ିଥିଲା । ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।



