ସ୍ୱାଦିଷ୍ଟ ଏବଂ ସ୍ଵାସ୍ଥ୍ୟପୋଯୋଗୀ ରାଶି ଲଡୁ

ରାଶି ଲଡୁ ଖାଇବାକୁ ଯେମିତି ସ୍ଵାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ ଅଟେ। ରାଶିକୁ ଆମେ ଲଡୁ, ସୁପ୍‌, ଚିକ୍କି, ପିଠା, ବିଭିନ୍ନ ଉପାୟରେ ମଧ୍ୟ ସେବନ କରିପାରିବା । ସାଧାରଣତଃ ଶୀତ ଦିନେ ରାଶି ଲଡୁର ଲୋକପ୍ରିୟତା ବେଶୀ ଦେଖିବାକୁ ମିଳିଥାଏ । ଡାଇବେଟିସ, ଆର୍ଥରାଇଟିସ୍‌,କୋଲେଷ୍ଟ୍ରୋଲ,ମାଇଗ୍ରେନ୍ ଭଳି ସମସ୍ୟା ପାଇଁ ଲାଭଦାୟକ ଅଟେ । ଉଭୟ ଧଳା ଏବଂ କଳା ରାଶି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବୋଲି ଆୟୁର୍ବେଦରେ ରହିଛି । କଳା ରାଶିରେ କ୍ୟାଲସିୟମ, ମ୍ୟାଗନେସିୟମ, ଲୌହ ଏବଂ ଜିଙ୍କ ଭଳି ତତ୍ତ୍ୱ ରହିଛି । ଶୀତ ଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ତେଣୁ ଖାଦ୍ୟ ପେୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।

ରାଶି ହାଡ଼କୁ ମଜବୁତ ରଖିଥାଏ ଏବଂ ଶରୀରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ । ଧଳା ରାଶିରେ ପ୍ରୋଟିନ୍‌, କାର୍ବେହାଇଡ୍ରେଟ୍ ଏବଂ ଫ୍ୟାଟରେ ଭରପୁର ରହିଥାଏ । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । କଳା ରାଶି ଲୌହ ଏବଂ ଫାଇବରର ଉତ୍ତମ ସ୍ରୋତ ଅଟେ । ଶୀତ ଦିନେ କଳା ରାଶି ସେବନ କରିବା ଅଧିକ ଫଳପ୍ରଦ ବିବେଚିତ କରାଯାଇଛି । କଳା ରାଶି ଚୋପା ସହ ଆସିଥାଏ ଯାହା ଅଧିକ ପୋଷକ ତତ୍ତ୍ୱରେ ଭରପୁର ଅଟେ । ଧଳା ରାଶିର ସ୍ୱାଦ ହାଲୁକା ମିଠା ଏବଂ ନରମ ଅଟେ ।

  • Related Posts

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

    Continue reading
    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ