ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଭୁବନେଶ୍ୱର:ସୁନ୍ଦର ପିଚାଇଙ୍କୁ କିଏ ନଜାଣେ। ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସୁନ୍ଦର ପିଚାଇ ଜଣେ ମାସାଂହାରୀ ନୁହନ୍ତି ତେଣୁ ସେ ପ୍ରୋଟିନ୍‌ ଆବଶ୍ୟକତା ପୁରଣ କରିବା ପାଇଁ କେବଳ ଟୋଷ୍ଟ ସହିତ ଅଣ୍ଡା ଖାଆନ୍ତି । ସକାଳୁ ଉଠିବା ପରେ ସେ ଦୁଇଟି କାମ କରିବାକୁ ଆଦୌ ଭୁଲନ୍ତି ନାହିଁ । ସକାଳ ୬.୩୦ରୁ ୭ ଟା ଭିତରେ ଉଠିବା ପରେ ସେ ତୁରନ୍ତ ନିଉଜ ପଢ଼ିବା ଆରମ୍ଭ କରନ୍ତି ଆଉ ତାସାଥିରେ ଚା ନିଶ୍ଚିତ ପିଅନ୍ତି । ବିନା ଚା ରେ ତାଙ୍କର ଦିନ ଆରମ୍ଭ ହୁଏନାହିଁ । ତେବେ ଭାରତରେ ଥିଲେ ଯଦି ବାଙ୍ଗାଲୁରୁ ତେବେ ଦୋସା, ଦିଲ୍ଲୀରେ ଥିଲେ ଛୋଲେ ଭଟୁରେ ଆଉ ମୁମ୍ବାଇରେ ଥିଲେ ୱଡାପାଓ ଖାଇପାର ସୁଯୋଗ ସେ କେବେ ହାତଛଡା କରନ୍ତି ନାହିଁ ।

  • Related Posts

    ଖରା ଦିନେ ପିଉଛନ୍ତି କି ଥଣ୍ଡା ପାଣି? ଦେଖା ଦେଇପାରେ ସାଂଘାତିକ ସାଇଡ ଇଫେକ୍ଟ

    ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ। ସକାଳ ୮ଟା ବାଜିଲେ ବାହାରକୁ ବାହାରିବାକୁ ଭୟ ଲାଗୁଛି। ଜରୁରୀସ୍ଥଳେ ଲୋକେ ବାହାରକୁ ଗଲେ ଜୀବନ ବିକଳରେ ଘରମୁହାଁ ହେଉଛନ୍ତି। ଏପରିକି ଘରକୁ ଫେରି ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାକୁ ମନ ବଳାଇବା…

    Continue reading
    ଖରାଦିନରେ କ’ଣ ଖାଇବେ କ’ଣ ନାହିଁ, ଜାଣନ୍ତୁ

    ଖରା ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ହାତ, ପାଦ, ଚର୍ମ ଏବଂ ଓଠ ଆଦି ପାଣି କମ ପିଇଲେ ଶୁଖିଯାଏ। ପ୍ରଖର ସୁର୍ଯ୍ୟ କିରଣ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କେଶ ଶୁଖିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ