ଭୁବନେଶ୍ୱର: ଆସନ୍ତା ମେ ମାସରେ ସମୟ ପରିଚାଳନା ଓ ବ୍ୟକ୍ତିଗତ ଜୀବନରେ ସମନ୍ୱୟ ଆଣିବା ପାଇଁ କିଛି ସରଳ ଉପାୟ ବା ଛୋଟ ଅଭ୍ୟାସଗୁଡ଼ିକ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
୧: ସରଳ ଘଣ୍ଟା ପିନ୍ଧିବାର ପରାମର୍ଶ :ପ୍ରଥମ ଉପାୟ ହେଉଛି ସରଳ ମେଟାଲିକ ଘଣ୍ଟା ପିନ୍ଧିବା । ଏହା ଗୋଲାକାର କିମ୍ବା ଓଭାଲ ଡାଏଲ ଥିବା ହେବା ଉଚିତ । ଡାହାଣ ହାତରେ ପିନ୍ଧି ଡାଏଲକୁ ଭିତର ପଟକୁ ରଖିବାକୁ କୁହାଯାଇଛି । ଏହା ମାତ୍ର ଫ୍ୟାସନ୍ ନୁହେଁ, ବରଂ ସଚେତନତା ବଢ଼ାଇବାର ଏକ ପ୍ରୟାସ । ଏହି ଅଭ୍ୟାସ ଆପଣଙ୍କୁ ନିଷ୍ପତ୍ତି ନେବାରେ ଅଧିକ ସ୍ପଷ୍ଟତା ଦେବା ସହିତ ଅନାବଶ୍ୟକ ବିଳମ୍ବକୁ ରୋକିପାରିବ ।
୨: ଜୀବନସାଥୀଙ୍କୁ ଘଣ୍ଟା ଉପହାର ଦେବା: ଦ୍ୱିତୀୟ ପରାମର୍ଶ ହେଉଛି ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଘଣ୍ଟା ଉପହାର ଦେବା । ଦମ୍ପତିଙ୍କ ମଧ୍ୟରେ ଯଦି କିଛି ଅସମନ୍ୱୟ ରହିଥାଏ, ଏହି ଛୋଟ ଉପହାର ସେଥିରେ ସମନ୍ୱୟ ଆଣିପାରେ । ଏହା ଏକ ସାଧାରଣ ଉପାୟ ହେଲେ ମଧ୍ୟ, ଦୈନିକ ଜୀବନରେ ସମୟକୁ ଏକ ସାଥିରେ ଅନୁଭବ କରିବାରେ ସହଯୋଗ କରେ ଏବଂ ସମ୍ପର୍କରେ ଦୂରତା କମାଇଥାଏ ।
୩: ଘଣ୍ଟାକୁ ୩ ମିନିଟ୍ ଆଗକୁ ସେଟ୍ କରନ୍ତୁ:ତୃତୀୟ ଉପାୟ ହେଉଛି ନିଜ ଘଣ୍ଟାକୁ ପ୍ରକୃତ ସମୟଠାରୁ ୩ ମିନିଟ୍ ଆଗକୁ ରଖିବା । ଏହି ଛୋଟ ପରିବର୍ତ୍ତନ ଆପଣଙ୍କୁ ଦିନରାତି କାମରେ ଅଧିକ ସମୟାନୁବର୍ତ୍ତୀ କରିପାରିବ । ବିଶେଷ କରି ମଇ ୨୦୨୬ରେ ସମୟର ଗୁରୁତ୍ୱ ବଢ଼ିବା ସମୟରେ, ଏହା ଆପଣଙ୍କୁ ଅବସର ହାରାଇବାରୁ ରକ୍ଷା କରିପାରିବ ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




