ଆଜି କୋକସରା ବନ୍ଦ, ଏନ୍ଏଚ୍ ୨୬ ଅବରୋଧ କଲେ ଚାଷୀ

କୋକସରା: ଆଜି କୋକସରା ବନ୍ଦ। ଧାନ ବିକ୍ରି ସମସ୍ୟା ଓ ପଞ୍ଜିକରଣ ଦାବିରେ କୋକସରା ବନ୍ଦ ଡାକରା ଦିଆଜାଇଛି। କଳାହାଣ୍ଡି ଜିଲ୍ଲା କୋକସରା ଠାରେ ଏନ୍ ଏଚ୍ ୨୬ ଭବାନୀପାଟଣା-ଜୟପୁର ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଜୟପାଟଣା, କୋକସରା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକର ଚାଷୀ ରାସ୍ତା ରୋକ କରିଛନ୍ତି।

ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପରୁ ଚଳିତ ରବି ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୧୮, ୮୮୫ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ତେବେ ଏହି ଜଳସେଚିତ ୪ ବ୍ଲକ ଅଞ୍ଚଳ ର ଚାଷୀମାନେ ଚଳିତ ରବିଧାନ ବିକ୍ରି ପଞ୍ଜିକରଣ ରୁ ବଞ୍ଚିତ ରହିଛନ୍ତି। ତେଣୁ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବି ଧାନ ପଞ୍ଜିକରଣ ଦାବିରେ ବନ୍ଦ ଡାକରା ଦେବା ସହ ରାସ୍ତାରୋକ କରିଛନ୍ତି ଚାଷୀ।

  • Related Posts

    କୁଆଖାଇରୁ ଅଜଣା ମୃତଦେହ ଉଦ୍ଧାର

    ଭୁବନେଶ୍ବର : କୁଆଖାଇ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ଭୁବନେଶ୍ବର ବାଙ୍କୁଆଳ ନିକଟରେ ଉଦ୍ଧାର ହୋଇଛି ଏହି ମୃତଦେହ । ଖବରପାଇ ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବା ସୁଦ୍ଧା ମୃତକର…

    Continue reading
    ବଢ଼ିପାରେ ପାରଦ

    ଭୁବନେଶ୍ୱର: ଆସନ୍ତା ତିନି ଦିନରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏ ବଢ଼ିପାରେ । ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ