ନୂଆଦିଲ୍ଲୀ:କକ୍ରୋଚ୍ ଜନତା ପାର୍ଟିର ସୋସିଆଲ ମେଡିଆ ହ୍ୟାଣ୍ଡେଲକୁ ବ୍ୟାନ୍ କରାଯାଇଛି । ଏଥିରେ ଅନେକ ପାକିସ୍ତାନି ଓ ଭାରତ ବିରୋଧି ରାଷ୍ଟ୍ରଙ୍କ ମନ୍ଦଉଦ୍ଦେଶ୍ୟ ଅଛି ବୋଲି ସରକାର ବୁଝାଇବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଲଲିପପ୍ ଖାଇ ଚୁପ୍ ହେବା ଗୋଷ୍ଠୀରେ ବୋଧେ ଜେନ୍-ଜି ସାମିଲ ନୁହନ୍ତି । ସେ ଯାହା ହେଉନା କାହିିଁକି ଭାରତର ଯୁବଗୋଷ୍ଠୀଙ୍କୁ ସରକାର ଅତି ହାଲୁକାରେ ନେବାର ଯେଉଁ ଭୁଲ କରିଛନ୍ତି ତାହା ଜଙ୍ଗଲର ନିଁଆ ଭଳିକେତେବେଳେ କି ରୂପ ନବ କଳିବା ମୁସ୍କିଲ ହେଇପଡିଲାଣି । ଏବେ ଦିଲ୍ଲୀରେ ଅସରପା କଷ୍ଟ୍ୟୁମ୍ ପିନ୍ଧି ଯମୁନା ନଦୀ ସଫା କରିବାକୁ ବାହାରି ପଡିଲେଣି ଯୁବଗୋଷ୍ଠୀ । ଆଜି ସୋସିଆଲ ମେଡିଆରେ ଖୁବ ଭାଇରାଲ ହୋଇଛି । କକରୋଚ୍ ଜନତା ପାର୍ଟିର ସଦସ୍ୟ ଭାବେ ଯୁବଗୋଷ୍ଠୀଙ୍କର ଯମୁନା ନଦୀ ସଫା କରିବା କାର୍ଯ୍ୟକ୍ରମ ।
ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ
ଷ୍ଟକହୋମ: ୨୦୧୮ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । କାଗାନ ଏବଂ ସୋଇଙ୍କ ଗବେଷଣାର ମୁଖ୍ୟ ବିଷୟ…






