ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଆସିବାର ସାତ ମାସରେ ୨ ଲକ୍ଷ ୪୦ ହଜାର କୋଟିର ପୁଞ୍ଜିନିବେଶ ହୋଇଛି ଏବଂ ଲକ୍ଷେ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି। ଏହାଛଡ଼ା ନୂଆ ସରକାରରେ ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ମିଳିଛି ବୋଲି ସେ ସୂଚନା ଦେଇଛନ୍ତି।

ଚଣ୍ଡିଖୋଲଠାରେ ବହୁ ପ୍ରତୀକ୍ଷିତ ଅଶୋଧିତ ପେଟ୍ରୋଲିୟମ ପ୍ଲାଣ୍ଟକୁ ଅନୁମତି ମିଳିଛି| ନୂଆ ସରକାର ଆସିବା ପରେ ଏଯାଏଁ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୦ ହଜାର କୋଟିର ନିବେଶ ହୋଇଛି | ଏହାଦ୍ୱାରା ୧ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି| ନୂଆ ସରକାର ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ଦେଇଛନ୍ତି| ପୂର୍ବରୁ ଷ୍ଟିଲ ଓ ମେଟାଲ ଶିଳ୍ପ ପ୍ରତିଷ୍ଠା ହେଉଥିବା ବେଳେ ଏବେ ନିଯୁକ୍ତିଭିତ୍ତିକ ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି | ଟେକ୍ସଟାଇଲ, ଗ୍ରୀନ ଏନର୍ଜି, ଗ୍ରୀନ ଆମୋନିଆ ଭଳି ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଜିଲ୍ଲାରେ ଶିଳ୍ପ ନଥିଲା ସେହିସବୁ ଜିଲ୍ଲାଗୁଡ଼ିକୁ ଫୋକସ କରାଯାଉଛି।

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି , ଗତକାଲି ହାଇଲେବୁଲ କ୍ଲିୟାରନ୍ସ କମିଟିରେ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି| ଏହାଦ୍ୱାରା ସୃଷ୍ଟି ୨୩ ହଜାର ନିଯୁକ୍ତି ସୃଷ୍ଟି ହେବ| ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା | ଚଣ୍ଡିଖୋଲଠାରେ ବହୁ ପ୍ରତୀକ୍ଷିତ ଅଶୋଧିତ ପେଟ୍ରୋଲିୟମ ପ୍ଲାଣ୍ଟକୁ ଅନୁମତି ମିଳିଛି| ନୂଆ ସରକାର ଆସିବା ପରେ ଏଯାଏଁ ରାଜ୍ୟରେ ସମୁଦାୟ ୨ ଲକ୍ଷ ୪୦ ହଜାର କୋଟିର ନିବେଶ ହୋଇଛି | ଏହାଦ୍ୱାରା ୧ ଲକ୍ଷ ୮୧ ହଜାର ନିଯୁକ୍ତି ସୃଷ୍ଟି ହୋଇଛି| ନୂଆ ସରକାର ୧୩୪ଟି ବଡ଼ ବଡ଼ ଶିଳ୍ପାନୁଷ୍ଠାନକୁ ଅନୁମତି ଦେଇଛନ୍ତି| ପୂର୍ବରୁ ଷ୍ଟିଲ ଓ ମେଟାଲ ଶିଳ୍ପ ପ୍ରତିଷ୍ଠା ହେଉଥିବା ବେଳେ ଏବେ ନିଯୁକ୍ତିଭିତ୍ତିକ ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଶିଳ୍ପ ପ୍ରତିଷ୍ଠା ଦ୍ଵାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି | ଟେକ୍ସଟାଇଲ, ଗ୍ରୀନ ଏନର୍ଜି, ଗ୍ରୀନ ଆମୋନିଆ ଭଳି ଶିଳ୍ପ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି| ଯେଉଁ ଜିଲ୍ଲାରେ ଶିଳ୍ପ ନଥିଲା ସେହିସବୁ ଜିଲ୍ଲାଗୁଡ଼ିକୁ ଫୋକସ କରାଯାଉଛି।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ