
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ’ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ଆଜି ଏହି ଲୋକପ୍ରିୟ କାର୍ୟ୍ୟକ୍ରମର ୧୩୪ତମ ସଂସ୍କରଣ ପ୍ରସାରିତ ହୋଇଛି। ସବୁ ଥର ପରି ଏଥର ମଧ୍ୟ ଦେଶ-ବିଦେଶର ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏବେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଥଣ୍ଡା ପାନୀୟ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କହିଛନ୍ତି।


