
୧. ମାତ୍ର ୧୮ ମାସରେ ୪୮,୭୯୮ଟି ମହିଳା ନିର୍ଯାତନା ଅପରାଧ ।
୨. ସାଧାରଣ ସ୍ଥାନରେ ଯୌନ ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ୱର ୧ ।
୩. ହିଂସାତ୍ମକ ଅପରାଧରେ ଓଡ଼ିଶା ନମ୍ୱର ୧ ।
୪. ମହିଳା ବିରୋଧୀ ଅପରାଧରେ ଓଡ଼ିଶା ନମ୍ୱର ୨ ।
୫. ୨୦୨୫ରେ ଓଡ଼ିଶାରେ ୨,୨୯,୮୮୧ଟି ଅପରାଧ ରୁଜୁ ହୋଇଛି । ଯାହା ୨୦୨୪ର ୨,୧୪,୧୧୩ ତୁଳନାରେ ୭.୩% ବୃଦ୍ଧି ।
୬. ଅଭିବୃଦ୍ଧି ହାର ହ୍ରାସ ପାଇଛି – ୨୦୨୩-୨୪ରେ ୯.୬%ରୁ ୨୦୨୪-୨୫ରେ ୭.୨% ଏବଂ ୨୦୨୫-୨୬ରେ ୭.୯% ।
୭. ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ମାତ୍ର ୩୯ କୋଟି ଟଙ୍କା ଏଫଡିଆଇ ଆସିଛି । ଯାହା ଦେଶର ମୋଟର ମାତ୍ର ୦.୦୦୯% ।
୮. JSW ଇଭି, ଆର୍ସେଲ ର୍ମିତ୍ତଲ ଷ୍ଟିଲ, ଏସ.ରାମ ଏନ.ରାମ ସେମିକଣ୍ଡକ୍ଟର, ୱାରି ସୋଲାର, “ୱେଲସ୍ପନ ପ୍ରକଳ୍ପ ସମେତ ଅନେକ ବଡ଼ ପ୍ରକଳ୍ପ ଓଡ଼ିଶାରୁ ପ୍ରସ୍ଥାନ କରିଛନ୍ତି ।
୯. ରପ୍ତାନୀ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୧୧ତମ ସ୍ଥାନରୁ ୨୦୨୪ରେ ୧୫ ତମକୁ ଖସିଛି ।
୧୦. ଜାତୀୟ ଷ୍ଟାର୍ଟଅପ ସୂଚକାଙ୍କରେ ଓଡ଼ିଶାର ସ୍ଥାନ ୨୦୨୨ରେ ୬ଷ୍ଠ ସ୍ଥାନରୁ ୨୦୨୫ରେ ୨୦ ତମକୁ ଖସିଛି ।
୧୧. ୨୩ଟି ପରୀକ୍ଷା ବିଫଳତା ଓ କେଳେଙ୍କାରୀ ।
୧୨. ୧୮ ମାସରେ ୧୮୫ଟି ହାତୀଙ୍କ ମୃତ୍ୟୁ ।
୧୩. କୃଷି ବୃଦ୍ଧି ଅଧା ହୋଇଛି – ୭.୬%ରୁ ୩.୮% ।
୧୪. ଶିଳ୍ପ ବୃଦ୍ଧି ହ୍ରାସ ପାଇଛି – ୮.୭%ରୁ ୬.୧% ।
୧୫. ସେବା କ୍ଷେତ୍ର ବୃଦ୍ଧି ହ୍ରାସ ପାଇଛି – ଏହା ୧୧.୫%ରୁ ୧୦% ହୋଇଛି ।
୧୬. ଓଡ଼ିଶା ସରକାରଙ୍କ ବଜେଟ ମୁଖ୍ୟତଃ ଋଣ ଉପରେ ନିର୍ଭରଶୀଳ । ମୋଟ ପବ୍ଲିକ ଋଣ ୧.୩୮ ଲକ୍ଷ କୋଟି ଟଙ୍କା । ଯାହାର ୪୦% ଉଚ୍ଚ ସୁଧର ଖୋଲାବଜାର ଋଣ ।
୧୭. ଆର୍ଥିକ ନିଅଣ୍ଟ ଦୁଇଗୁଣ ବଢ଼ିଛି – ୧.୭%ରୁ ୩.୫% ।
୧୮. ପ୍ରାଥମିକ ନିଅଣ୍ଟ ୧.୧%ରୁ ୨.୯%କୁ ବଢ଼ିଛି ।
୧୯. କେନ୍ଦ୍ର ଅନୁଦାନ ୧୮.୧୯% ହ୍ରାସ ପାଇଛି – ୨୦୨୩-୨୪ରେ ୨୧,୦୧୧ କୋଟି ଟଙ୍କାରୁ ୨୦୨୪-୨୫ରେ ୧୭,୦୮୯ କୋଟି ଟଙ୍କାକୁ ।
୨୦. ୨୦୨୫-୨୬ ବଜେଟରେ ମାତ୍ର ୫୭% ଖର୍ଚ୍ଚ ।
୨୧. ସ୍ୱାସ୍ଥ୍ୟ ବଜେଟରେ ୪୫୩ କୋଟି ଟଙ୍କା କଟ କରାଯାଇଛି ।
୨୨. ଭାରତରେ ସର୍ବାଧିକ ମୁଦ୍ରାସ୍ଫୀତି ହାର ଓଡ଼ିଶାରେ ୭.୨୨% ।
୨୩. ୨୮ଟି ଯୋଜନାର ନାମ ବଦଳ ।
୨୪. ଲୋକପ୍ରିୟ ନୂଆ-ଓ ଛାତ୍ରବୃତ୍ତି ଯୋଜନା ବନ୍ଦ କରାଯାଇଛି ।


