୪୧୦ କୋଟି ଟପିଲା ‘ହନୁମାନ ଅଂଶ’

ବିଶାଳ ଚତୁର୍ବେଦୀଙ୍କ ଫିଲ୍ମ ‘ହନୁମାନ ଅଂଶ’ର ଭାରତୀୟ ଭାରତୀୟ ନେଟ କଲେକ୍ସନ ୩୧୪.୬୩ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ଭାରତରେ ଫିଲ୍ମର ଗ୍ରସ୍‌ କଲେକ୍ସନ୍‌ ୩୭୧.୬୫ କୋଟି ଟଙ୍କା ହୋଇଛି । ବୁଧବାର ସିନେମାଟି ବିଦେଶରେ ପ୍ରାୟ ୧୦ ଲକ୍ଷ ଟଙ୍କା ଆୟ କରିଛି । ଫଳରେ ଓଭରସିଜ୍‌ ଗ୍ରସ୍‌ କଲେକ୍ସନ୍‌ ୩୯.୧୦ କୋଟି ଟଙ୍କାରେ ପହଞ୍ଚିଛି । ମୋଟାମୋଟି ଭାବେ ଫିଲ୍ମର ୱାର୍ଲ୍ଡୱାଇଡ୍‌ ଗ୍ରସ୍‌ କଲେକ୍ସନ୍‌ ୪୧୦.୭୫ କୋଟି ଟଙ୍କା ହୋଇଛି ।
‘ହନୁମାନ ଅଂଶ’ ଏହି ୫୫ ଦିନ ମଧ୍ୟରେ ଉତ୍‌ଥାନ-ପତନ ଦେଖିବାକୁ ମିଳିଛି । ପ୍ରଥମ ସପ୍ତାହରେ ଫିଲ୍ମଟି ଭାରତରେ ୧.୦୮ କୋଟି ଟଙ୍କା ନେଟ୍‌ କଲେକ୍ସନ୍‌ କରିଥିଲା । ଦ୍ୱିତୀୟ ସପ୍ତାହରେ ୪୦ ଲକ୍ଷ ଏବଂ ତୃତୀୟ ସପ୍ତାହରେ ୧୦.୪୦ କୋଟି ଟଙ୍କା ଆୟ ହୋଇଥିଲା । ଚତୁର୍ଥ ସପ୍ତାହରେ ଫିଲ୍ମର ୬୧ କୋଟି ଟଙ୍କା ଆୟ କରିଥିଲା । ପଞ୍ଚମ ସପ୍ତାହରେ ୯୦.୨୫ କୋଟି ଏବଂ ଷଷ୍ଠ ସପ୍ତାହରେ ୮୦.୨୫ କୋଟି ଟଙ୍କା ଯୋଡ଼ିଥିଲା । ସପ୍ତମ ସପ୍ତାହରେ ଫିଲ୍ମଟି ଆଉ ୪୪.୮୦ କୋଟି ଟଙ୍କା ଆୟ କରିଥିଲା ।

  • Related Posts

    ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ

    ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବଜାୟ ରଖିଲା ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ। ଆଜି ଫାଇନାଲରେ ମାଲେସିଆକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ। ଏହା ସହ ଲସ୍‌ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ…

    Continue reading
    ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ