୫ରେ ଇଣ୍ଡିଆ ବ୍ଲକର ଏସ୍‌ଆଇଆର ବିରୋଧୀ ବିକ୍ଷୋଭ

ବେଙ୍ଗାଲୁରୁ: ଏସ୍‌ଆଇଆରକୁ ବିରୋଧ କରି ଆସନ୍ତା ୫ ତାରିଖରେ ବେଙ୍ଗାଲୁରୁର ଫ୍ରିଡମ ପାର୍କରେ ଇଣ୍ଡିଆ ବ୍ଲକ ତରଫରୁ ବିକ୍ଷୋଭ ଆୟୋଜିତ ହେବ। ସୂଚନାଥାଉ କି ଏସ୍‌ଆଇଆରକୁ ବିରୋଧ କରି ଗତ ୧ ତାରିଖରେ ଇଣ୍ଡିଆ ବ୍ଲକ ତରଫରୁ ଦିଲ୍ଲୀର ରାମଲୀଳା ମୈଦାନରେ ବିକ୍ଷୋଭ ଆୟୋଜିତ ହୋଇଥିଲା। ଏହାକୁ ଦେଶବ୍ୟାପୀ ଆୟୋଜିତ ଲକ୍ଷ୍ୟରେ ଆସନ୍ତା ୫ରେ ବେଙ୍ଗାଲୁରୁରେ ବିକ୍ଷୋଭ ଆୟୋଜିତ ହେବ ବୋଲି ମଙ୍ଗଳବାର ଘୋଷଣା ହୋଇଛି।
ମଙ୍ଗଳବାର କର୍ଣ୍ଣାଟକ ପ୍ରଦେଶ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟ କଂଗ୍ରେସ ସଭାପତି ବିକେ ହରିପ୍ରସାଦ କହିଥିଲେ ବିଜେପି ସାମ୍ବାଧନିକ ସଂସ୍ଥାଗୁଡ଼ିର ଦୁରୁପଯୋଗ କରୁଛନ୍ତି। ଏହାକୁ ବିରୋଧ କରି ଇଣ୍ଡିଆ ବ୍ଲକ ତରଫରୁ ଅଭିଯାନ ଆରମ୍ଭ ହୋଇଛି। ଏସ୍‌ଆଇଆରକୁ ବାତିଲ କରିବା ସହ ମୁଖ୍ୟ ନିର୍ବାଚନ କମିସନର ପଦରୁ ଜ୍ଞାନେଶ କୁମାରଙ୍କ ବହିଷ୍କାର ପାଇଁ ଇଣ୍ଡିଆ ବ୍ଲକ ଦାବି କରିଆସୁଛି।

  • Related Posts

    ଦିଲ୍ଲୀରେ ଭୁଶୁଡ଼ିଲା କୋଠା, ୨ ମୃତ

    ଦିଲ୍ଲୀରେ ପୁଣି ଭୁଶୁଡ଼ିଲା ବିଲଡିଂ। ଦିଲ୍ଲୀର ଚାୱଡି ବଜାର ଅଞ୍ଚଳରେ ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ତିନି ମହଲା…

    Continue reading
    ହର୍ମୁଜରେ ଭାରତୀୟ ଜାହାଜକୁ କଟକଣା ମୁକ୍ତ କଲା ଇରାନ

    ତେହରାନ : ତୈଳ ପରିବହନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିବେଚିତ ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଛି। ହର୍ମୁଜ ପ୍ରଣାଳୀ ଉପରେ ଇରାନ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଏହି ପଥ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି