
ଭୁବନେଶ୍ୱର: ରାଜ୍ୟର ୭୬୪ ପଞ୍ଚାୟତରେ ଇଣ୍ଟରନେଟ ସେବା ନାହିଁ । ସୋମବାର ଗୃହରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୧୬୭ ବ୍ଲକର ୭୬୪ ପଞ୍ଚାୟତାର ମୋବାଇଏ ଟାୱାର ନାହିଁ । ସର୍ବାଧିକ କନ୍ଧମାଳ ଜିଲ୍ଲାର ୧୦୬ଟି ପଞ୍ଚାୟତରେ ଟାୱାର ନାହିଁ । ଜୁନ ୨୦୨୫ ସୁଦ୍ଧା ବଳକା ୨୧୯୨ଟି ଟାୱାର କାର୍ଯ୍ୟକ୍ଷମ ହେବ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ।







