୩ ମିଲିସିଆ ଗିରଫ

ମାଲକାନଗିରି: ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ ମାଣ୍ଡୋ ଓରଫ ମାଣ୍ଡୁ ହପିଆ।
ସୂଚନା ଅନୁଯାୟୀ, ବିଜାପୁର ଜିଲାରେ ମାଓବାଦୀ ବିରୋଧୀ ଅପରେଶନ୍‌ ଚଳାଇଥିବା ବେଳେ ସୁରକ୍ଷାବାହିନୀ ନେମେଡ ଥାନା ଅନ୍ତର୍ଗତ ରାଣାପାରା ଜଙ୍ଗଲରୁ ଏମାନଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ବିସ୍ଫୋରକ, ପୋଷ୍ଟର ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ଆଦି ଜବତ କରାଯାଇଛି।

  • Related Posts

    ଚାକିରି​‌ରେ ଯୋଗଦେଲେ ଧିମାନ ଚକମା

    ଭୁବନେଶ୍ୱର: ଜେଲରୁ ଫେରିବା ପରେ ଆଇଏଏସ୍ ଧୀମାନ ଚକମା ପୁଣି ଚାକିରିକୁ ଫେରିଛନ୍ତି। ରାଜସ୍ୱ ବିଭାଗର ଉପ-ସଚିବ ଭାବେ ନିଯୁକ୍ତି ମିଳିଛି। ସୂଚନା ଅନୁଯାୟୀ, ରାଜ୍ୟର ବହୁ ଚର୍ଚ୍ଚିତ ଭିଜିଲାନ୍ସ ମାମଲାରେ ଏବର୍ଷ ବହୁତ ଚର୍ଚ୍ଚାରେ ଥିଲା କଳାହାଣ୍ଡି ଜିଲ୍ଲା ଧର୍ମଗଡ…

    Continue reading
    ମହିଳାଙ୍କୁ ଦଳି ଦେଲା ଦନ୍ତା

    ଆନନ୍ଦପୁର: ଆଜି ସକାଳୁ ଆନନ୍ଦପୁର ସିନେମା ହଲ ନିକଟରେ ଥିବା ଆମ୍ବ ତୋଟାରେ ଜଣେ ମହିଳାଙ୍କୁ ଦନ୍ତା ଦଳି ମାରି ଦେଇଥିବା ବେଳେ ଦୁଇଟି ସାଇକଲ ଭାଙ୍ଗି ଦେଇଛି l ମୃତ ମହିଳା ଫକୀରପୁରର ମଞ୍ଜୁ ନାଥ (୫୫)। ଆଜି ସକାଳୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ