ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’

ଭୁବନେଶ୍ବର: ଆଜି ସାରା ବିଶ୍ୱରେ ପାଳନ ହେବ ‘ଆର୍ଥ ଆଓ୍ୱାର୍’। ରାତି ସାଢ଼େ ୮ଟାରୁ ସାଢ଼େ‌ ୯ଟା ଘଣ୍ଟାଏ ଯାଏ ଲିଭିବ ଆଲୁଅ।ଘଣ୍ଟାଏ ଅନ୍ଧାର ହୋଇଯିବ ପୃଥିବୀ। ‘ଆର୍ଥ ଆଓ୍ୱାର୍’ରେ ୧ ଘଣ୍ଟା ଆମ ପୃଥିବୀ ମାଆ ପାଇଁ ପାଳନ କରିବାକୁ ରାଜ୍ୟବସୀଙ୍କୁ ଅପିଲ୍ କଲେ ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୃଥିବୀର ସୁରକ୍ଷା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ୟ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍ ଅଫ କରିଥାନ୍ତି। ଏହା ହେଉଛି ଏହି ଆର୍ଥ ଆଓ୍ୱାର୍ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

‘ସୁଇଚ୍‌ ଅଫ୍ ଲାଇଟ୍ସ, ଟୁ ସୁଇଚ୍ ଅନ୍‌ ଲାଇଭସ୍’ ଓଡ଼ିଶାବାସୀ ଏହି ଅଭିଯାନରେ ନିଜକୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବନ କରିଛନ୍ତି। ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଆମ ଘରେ ତଥା କାର୍ୟ୍ୟାଳୟରେ ସମସ୍ତ ଅନାବଶ୍ୟକ ଲାଇଟ୍‌କୁ ସୁଇଚ୍‌ ଅଫ୍ ରଖିବାକୁ ଅପିଲ୍ କରାଯାଇଛି।

  • Related Posts

    ରସଗୋଲା ଦିବସ

    ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା…

    ସଂଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା

    ଭୁବନେଶ୍ୱର:ଯାତ୍ରା ଜଗତର ଖଳନାୟକ ସଞ୍ଜୟ ଭୋଳଙ୍କୁ ଆଜୀବନ ବାସନ୍ଦ କଲା ଓମା ବା ଅପେରା ମାଷ୍ଟର ସଂଘ(ଓଏମଏ)। ଏକ ପୋଡକାଷ୍ଟରେ ସଞ୍ଜୟ ବିବାଦୀୟ ମନ୍ତବ୍ୟ ଦେଇ ନିଜ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି, ଯାହା ଫଳରେ ଓମା ତାଙ୍କ ବିରୋଧରେ…

    Leave a Reply

    Your email address will not be published. Required fields are marked *

    You Missed

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ହୁସିଆର ଅପରାଗ ଅଧିକାରୀ: ସରକାର ମାଗିଲେ ତଥ୍ୟ

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ଡଲାର ତୁଳନାରେ କ୍ରମାଗତ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି:ପ୍ରମାଣ ମିଳିନଥିବାରୁ ମାମଲା ବନ୍ଦ

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ

    ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ