କଂଗ୍ରେସ ପାଗଳର ପ୍ରଳାପ କରୁଛି-ବାବୁ ସିଂ

ଭୁବନେଶ୍ବର: ଟାଟା କମ୍ପାନୀର ଅତିରିକ୍ତ ସିକ୍ୟୁରିଟିକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ଟାଟା କମ୍ପାନୀ ଯଦି ଏହି ଅତିରିକ୍ତ ସିକ୍ୟୁରିଟି ଟାକ୍ସ ନ ହଟାଏ ତେବେ ଆଇନ ଅମାନ୍ୟ ଆନ୍ଦୋଳନ ହେବ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ସାମ୍ବାଦିକ ସମ୍ମିଳନୀ କରି ସରକାରକୁ କଡା ଚେତାବନୀ ଦେଇ ଦଳ ପକ୍ଷରୁ କୁହାଯାଇଛି, ଟାଟା ପାୱାର ବିଦା ନ ହେବା ଯାଏଁ ଆନ୍ଦୋଳନ ହେବ କ୍ଷ ଡିସେମ୍ବର ୨୯ରେ ସମସ୍ତ ବିଜୁଳି ଅଫିସ ଘେରାଓ କରାଯିବ କ୍ଷ ଟାଟା ପାୱାର ଜନବିରୋଧୀ କାମ କରୁଛି ଜ୍ଝ ଉପଭୋକ୍ତାଙ୍କୁ ଶୋଷଣ କରୁଛି । ଟାଟା ଯଦି ଅତିରିକ୍ତ ସିକ୍ୟୁରିଟି ବନ୍ଦ ନ କରେ ତେବେ ଡ଼ିସେମ୍ବର ୨୬ରେ ସମସ୍ତ ଜିଲ୍ଲା ହେଡ଼କ୍ଵାଟରରେ ଧାରଣା ଦିଆଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ଏହାର ଜବାବରେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ କ୍ଷ ଭକ୍ତ ଦାସ ମୋକିମଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି କ୍ଷ ଦଳ ଭିତରେ ଆନ୍ଦୋଳନ ଚାଲିଛି କ୍ଷ ସାରା ଦେଶରେ କଂଗ୍ରେସ ବିଲୀନ ହେଲାଣି କ୍ଷ ବୁଡି ଯାଉଥିବା ଲୋକ ଓ ବୁଡି ଯାଇଥିବା ଡ଼ଙ୍ଗା କୁଟା ପାଇଲେ ଭାବେ ସ୍ଥଳ ଭାଗକୁ ଚଢି ଯିବ କ୍ଷ ପାଗଳର ପ୍ରଳାପ କରୁଛି କଂଗ୍ରେସ କ୍ଷ ଲୋକେ କଂଗ୍ରେସକୁ ଗୁରୁତର ସହ ନ ନେବାକୁ ଅନୁରୋଧ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ କ୍ଷ

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ