ଟ୍ରଲ୍ ହେଲେ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ବିବାହ ପରେ ବଦଳି ଯାଇଛି ବଲିଉଡ ସୁନ୍ଦରୀ ସ୍ଵରା ଭାସ୍କରଙ୍କ ଲୁକ୍। ୩୬ ବର୍ଷୀୟ ଅଭିନେତ୍ରୀଙ୍କ ଜୀବନରେ ଆସିଛି ବଡ ପରିବର୍ତନ। ଯେ କେହି ବି ଦେଖି ଆଶ୍ଚର୍ଯ୍ୟ ହେଉଛି। ଏ କ’ଣ ହୋଇଗଲା। ଇଏ ସ୍ଵରା ଭାସ୍କର ହୋଇ ନ ପାରନ୍ତି। ତେବେ କହି ରଖୁ ଯେ, ୨୦୨୩ ରେ ସ୍ଵରା ଫହଦ ଅହମ୍ମଦଙ୍କୁ ବିବାହ କରିଥିଲେ, ଏହାପରେ ସମାନ ବର୍ଷ ସେପ୍ଟେମ୍ବର ମାସରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ସ୍ୱରା ଭାସ୍କର ସ୍ୱାମୀ ଫହଦ ଅହମ୍ମଦଙ୍କ ଫଟୋ ଭାଇରାଲ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଥିଲା। ଏହି ଦୁଇଟି ଫଟୋ ବ୍ୟତୀତ, ଏହି ଫଟୋରେ ଦେଖାଯାଇଥିବା ବ୍ୟକ୍ତି ନିକଟରେ ଏପରି ବିବାଦୀୟ ବିବୃତ୍ତି ଦେଇଛନ୍ତି ଯାହା ବିଷୟରେ ପୂର୍ବରୁ ଉତ୍ତେଜନା ଦେଖାଦେଇଛି। ଭାଇରାଲ ଚିଫଟୋରେ ଅଲ ଇଣ୍ଡିଆ ମୁସଲିମ ପର୍ଶନଲ ଲ’ ବୋର୍ଡ ମୁଖପାତ୍ର ମୌଲାନା ସାଜ୍ଜାଦ ନୋମାନି ସ୍ୱରା ଏବଂ ଅହମ୍ମଦଙ୍କ ସହ ଅଛନ୍ତି। ତାଙ୍କ ପାଖରେ ଠିଆ ହୋଇଥିବା ସ୍ୱରା ଫଟୋ ପାଇଁ ପୋଜ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋରେ କେବଳ ମୋୖଲାନାଙ୍କୁ ଟ୍ରୋଲ କରାଯାଉନାହିଁ, ବରଂ ସ୍ଵରାଙ୍କୁ ତାଙ୍କ ଚେହେରା ପାଇଁ ଟ୍ରୋଲରମାନେ ତାଙ୍କୁ ସମାଲୋଚନା କରୁଛନ୍ତି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ