ଭାରତରେ ପହଞ୍ଚିଲା ଆଉ ଦୁଇଟି ଏଲପିଜି ଟ୍ୟାଙ୍କର

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ)ରୁ ଏଲପିଜି ବୋଝେଇ ଆଉ ଦୁଇଟି ଟ୍ୟାଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଯଥାକ୍ରମେ ମୁମ୍ବଇ ଓ ମାଙ୍ଗଲୋର ବନ୍ଦରରେ ପହଞ୍ଚିଥିବା ଜଣାପଡିଛି। ୨୩,୬୫ ମେଟ୍ରିକ ଟନ ଏଲପିଜି ବୋଝେଇ ‘ବିଡବ୍ଲ୍ୟୁ ଟିୱାଇଆର’ ନାମକ ଟ୍ୟାଙ୍କର ୟୁଏଇର ରାସ୍‌ ଅଲ୍‌ ଖାଇମା ବନ୍ଦରରୁ ଯାତ୍ରାରମ୍ଭ କରି ଛଅଦିନ ମଧ୍ୟରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ମୁମ୍ବଇରେ ପହଞ୍ଚିଛି।

ଏହି ଟ୍ୟାଙ୍କରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ପାଇଁ ଏଲପିଜି ବୋଝେଇ ହୋଇଛି। ଅପରପକ୍ଷରେ ୨୩,୧୩୯ ମେଟ୍ରିକ ଟନ ଏଲପିଜି ବୋଝେଇ ‘ବିଡବ୍ଲ୍ୟୁ ଇଏଲଏମ’ ଟ୍ୟାଙ୍କର ହିନ୍ଦୁସ୍ଥାନ ପେଟ୍ରୋଲିମ କର୍ପୋରେସନ ପାଇଁ ଉଦ୍ଦିଷ୍ଟ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଲାଗିବା ପରଠାରୁ ଏ ପର୍ୟ୍ୟନ୍ତ ୮ଟି ଟ୍ୟାଙ୍କର ଭାରତରେ ପହଞ୍ଚି ସାରିଛି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ