ମାତ୍ର ଗୋଟିଏ ଭୋଟ୍‌ରେ ଭାଗ୍ୟ ପରିବର୍ତ୍ତନ

ମାତ୍ର ଗୋଟିଏ ଭୋଟ୍‌ କାହାକୁ ବିଜେତା ଆଉ କାହାକୁ ପରାଜିତ କରିବା ପାଇଁ ଯଥେଷ୍ଟ । ମାତ୍ର ଗୋଟିଏ ଭୋଟ୍‌ରେ ଯେ, ପ୍ରାର୍ଥୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ ତାହା ପୁଣିଥରେ ପ୍ରମାଣିତ ହେଲା । ଆପଣ ତାମିଲନାଡୁର ତିରୁପାଥୁର ବିଧାନସଭା ଅସନରେ ଲଢ଼ୁଥିବା ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପଥି ଆର.ଙ୍କୁ ଭାଗ୍ୟବାନ୍‌ ଆଉ ଡିଏମ୍‌କେର ପୂର୍ବତନ ମନ୍ତ୍ରୀ କେ.ଆର. ପେରିୟାରକରୁପନ୍‌ଙ୍କୁ ଅଭାଗା ବି କହିପାରନ୍ତି । ମାତ୍ର ଗୋଟିଏ ଭୋଟ୍‌ ବ୍ୟବଧାନରେ ଏହି ଦୁଇପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ସେତୁପତି ୮୩,୩୭୫ ଭୋଟ ପାଇଥିବାବଳେ ପେରିୟାରକରୁପନ୍‌ଙ୍କୁ ୮୩,୩୭୪ ଖଣ୍ଡ ଭୋଟ୍‌ ମିଳିଛି ଆଉ ମାତ୍ର ଗୋଟିଏ ଭୋଟ୍‌ରେ ଟିଭିକେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ଯାହାକି ତାମିଲନାଡୁରେ ଚର୍ଚ୍ଚା ସୃଷ୍ଟି କରିଛି ।

  • Related Posts

    ପୁଡୁଚେରୀରେ ପୁଣି ଏଆଇଏନ୍ଆରସି ନେତୃତ୍ୱାଧୀନ ମେଣ୍ଟ

    ପୁଡୁଚେରୀ: ୩୦ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ଏଆଇଏନ୍ଆରସି ମେଣ୍ଟ ପୁଣି ମାରିଛି ବାଜି। ଏଠାରେ ସରକାର ଗଠନ କରିବା ପାଇଁ ମ୍ୟାଜିକ ନମ୍ବର ୧୬ ଥିବା ବେଳେ ଏହି ମେଣ୍ଟ ୧୮ଟି ଆସନ ଜିତିଛି। ଏଆଇଏନ୍ଆରସି ୧୨ଟି ଆସନ ଜିତିଥିବା…

    Continue reading
    ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରେସ୍‌ରେ ୬ ବଡ଼ ନାମ: ଆଗରେ ଶୁଭେନ୍ଦୁ

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ଏବେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ । ଦଳ ପାଇଁ ପ୍ରଧାନମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ