ଅତି ଉପକାରୀ ମନ୍ଦାର ଫୁଲ , ଜାଣନ୍ତୁ

ମନ୍ଦାର ଫୁଲ: ମନ୍ଦାର ଫୁଲ ଅତି ଉପକାରୀ । କେଶର ବିଭିନ୍ନ ସମସ୍ୟା, ଯେମିତିକି କେଶ ଝଡ଼ିବା, କେଶ ପତଳା ହେବା ଆଦି ସମସ୍ୟା ଦୂର କରିଥାଏ ମନ୍ଦାର ଫୁଲ । ନଡ଼ିଆ ତେଲରେ ଏହାକୁ ପକାଇ ଫୁଟାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ । ଏହି ଫୁଲରେ ଚା’ ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ୍, ଅଜୀର୍ଣ୍ଣ, କିଡ୍ନି ରୋଗ ଓ କ୍ୟାନ୍ସର୍ ପ୍ରଭୃତି ରୋଗ ପାଇଁ ଉପକାରୀ । ନିମ୍ନ ରକ୍ତଚାପ ଓ କୋଲେଷ୍ଟେରଲ୍କୁ ନିୟନ୍ତ୍ରଣ କରିବାରେ ଏହା ସାହାଯ୍ୟ କରିଥାଏ ।

ଗେଣ୍ଡୁ ଫୁଲ: ଗେଣ୍ଡୁରେ ରହିଛି ଭିଟାମିନ୍-ସି । ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ଏହାକୁ ବ୍ୟବହାର କରାଯାଇପାରିବ । ଏଥିରେ ଚା ମଧ୍ୟ ପ୍ରସ୍ତୁତ କରାଯାଏ । ଅଲ୍ସର, ଥଣ୍ଡା, ଜ୍ୱର ଓ କାଶ ସମୟରେ ଏହି ଚା’କୁ ପିଇବା ଶରୀରର ପାଇଁ ଖୁବ ଉପକାରୀ । ଏଥିରେ ଥିବା ଟ୍ରାଇଟରପିନ୍ସ, ଫ୍ଲାଭୋନୋଏଡ୍, ପଲିଫେନୋଲ୍ସ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ । ଏଥିରୁ ପ୍ରସ୍ତୁତ ଚା’ରେ କୁଳି ଓ ଗାର୍ଗଲିଂ କଲେ ତଣ୍ଟିଦରଜ ତଥା ପାଟି ଘା’ ଉପଶମ ହୁଏ । ଗେଣ୍ଡୁ ଫୁଲରୁ ମିଳୁଥିବା ଲାଇକୋପେନ୍ ନାମକ ପଦାର୍ଥ ପ୍ରୋଷ୍ଟେଟ୍ କ୍ୟାନ୍ସରର ଆଶଙ୍କା କମାଇଥାଏ ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ