ଆଜି ପାଳନ ହେଉଛି ଚକୋଲେଟ୍ ଡେ’

ଭୁବନେଶ୍ୱର: ଗୋଲାପ ଫୁଲ ଦେଇ ପ୍ରେମ ସପ୍ତାହର ଆରମ୍ଭ କରିବା ପରେ ଏହାକୁ ଆଉ ଟିକେ ମଜଭୁତ କରିବା ଲାଗି ମନର କଥା କହି ପ୍ରପୋଜ କରିଥିଲେ । ପୁରୁଣା ପ୍ରେମ, ପୁରୁଣା ସମ୍ପର୍କକୁ ଆଉ ଥରେ ପ୍ରପୋଜ କରିବା ଛଳରେ ନୂଆ କରିଥିଲେ । କିଏ ହାତରେ ଗୋଲାପ ଫୁଲ ଧରି ଆଣ୍ଠେଇ ପ୍ରେମ ନିବେଦନ କରିଥିଲେ ତ ଆଉ କିଏ ଗୋଛାଏ ସୂର୍ୟ୍ୟମୁଖି ଧରି ପହଞ୍ଚି ଯାଇଥିଲେ । ଏଭଳି ଭାବେ ପ୍ରେମ ନିବେଦନର ପର୍ବ ସରିଥିଲା । ଆଜି ପାଳନ ହେଉଛି ଚକୋଲେଟ୍ ଡେ’ । ଏଥର କିନ୍ତୁ ସେଇ ଚିରାଚରିତ ଢ଼ଙ୍ଗରେ ମନ ପସନ୍ଦର ଚକେଲୋଟ ଦିଆନିଆ ହେବେ ନାହିଁ ।

ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ଟିକେ ଭିନ୍ନ ଢ଼ଙ୍ଗରେ ପାଳିବାକୁ ମନସ୍ଥ କରିଛନ୍ତି ଯୁବପିଢ଼ି । ସେଥିପାଇଁ ଗୋଟିଏ ଦିନ ଆଗକୁ ବରାଦ ଦିଆ ସରିଛି ଫୁଲ ଦୋକାନରେ । ତା’ସହିତ ଚକୋଲେଟ୍ ଗୁଡ଼ିକ ମଧ୍ୟ ଦେଇ ଆସିଛନ୍ତି । ଫୁଲ ଦୋକାନୀମାନେ ଫୁଲ ସହିତ ବିଭିନ୍ନ ପ୍ରକାରର ଚକୋଲେଟ୍ ସବୁ ତୋଡାରେ ଖଞ୍ଜି ଏହି ବୁକେ ପ୍ରସ୍ତୁତ କରୁଛନ୍ତି । ଆଜିକାଲି ଏହି ଟ୍ରେଣ୍ଡ ବେଶୀ ଚାଲିଛି । ତା’ସହିତ କିଛି ବୁକେର ଗୋଟିଏ ସାଇଡ୍ରେ ଫୁଲ ସଜାଯାଉଛି ତ ଆଉ ଗୋଟିଏ ସାଇଡ୍ରେ ଚକୋଲେଟ ରଖାଯାଉଛି । କଷ୍ଟମାଇଜ୍ ଚକୋଲେଟ୍ ବି ମୁଖ୍ୟ ଆକର୍ଷଣ ପାଲଟିଛି । ତା’ସହିତ ବୁକେକୁ ଆକର୍ଷଣୀୟ କରିବା ଲାଗି ଛୋଟ ଟେଡ୍ଡି ବି ରଖାଯାଉଛି ।

  • Related Posts

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

    Continue reading
    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ