କପିଲ ଶର୍ମାଙ୍କୁ ପୁଣି ବିଷ୍ଣୋଇ ଗ୍ୟାଙ୍ଗ୍‌ର ଧମକ

ନୂଆଦିଲ୍ଲୀ : ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ତରଫରୁ ପୁଣି ବିଶିଷ୍ଟ ହାସ୍ୟ କଳାକାର କପିଲ ଶର୍ମାଙ୍କୁ ଧମକ ଦିଆଯାଇଛି। କାନାଡାର ଟରୋଣ୍ଟୋ ସହରରେ ‘କପ୍‌ସ କ୍ୟାଫେ’ ନାମରେ କପିଲଙ୍କର ଏକ କ୍ୟାଫେ ରହିଛି। କପିଲଙ୍କ କ୍ୟାଫେକୁ ଲାଗି ନିକଟରେ ‘ଚାଏ ସୁଟ୍ଟା ବାର୍‌ କ୍ୟାଫେ’ ନାମରେ ଆଉ ଏକ ବାର୍‌ ମଧ୍ୟ ରହିଛି। ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଶନିବାର ଚାଏ ସୁଟ୍ଟା ବାର୍‌ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି। ଏହି ଅବସରରେ ସେମାନେ କପିଲଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଯଦି ସେମାନଙ୍କର ଦାବି ପୂରଣ କରାନଯାଏ, ତେବେ ଭବିଷ୍ୟତରେ ସେମାନେ କପିଲଙ୍କ କ୍ୟାଫେ ଏବଂ ମୁମ୍ବଇସ୍ଥିତ ବାସଭବନକୁ ନିଶାଣ କରିବେ ବୋଲି ଧମକ ଦେଇଛନ୍ତି।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ