କେରଳ : କିଏ କେତେ ଆସନରେ ଆଗୁଆ ?

ଗର୍ବିତ ଓଡ଼ିଆ : ଟିଭି ପରଦାରେ ଅନେକ ଫଳାଫଳ ମନଇଚ୍ଛା ଦର୍ଶାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ତଥ୍ୟ ହିଁ ସଠିକ୍‌ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, କେରଳରେ କଂଗ୍ରେସ ୪୨ ଆସନରେ ଆଗୁଆ ଥିବାବେଳେ ସିପିଆଇଏମ ୨୧, ଆଇୟୁଏମଏଲ ୧୩ ଓ ସିପିଆଇ ୪ ଆସନରେ ଆଗୁଆ ରହିଛି । ସେହିପରି କେଇସି (ଏମ) ୩ ଆସନରେ ଆଗୁଆ ରହିଛି ।
ତାମିଲନାଡୁରେ ଏଡ଼ିଏମକେ ୧୪ ଆସନରେ ଆଗୁଆ ଥିବାବେଳେ ଟିଭିକେ ୧୩ ଆସନରେ ଆଗୁଆ ରହିଛି । ଯେତେବେଳେକି ଡିଏମକେ ୭, କଂଗ୍ରେସ ୨ ଓ ପିଏମକେ ଗୋଟିଏ ଆସନରେ ଆଗୁଆ ରହିଛି । ଟିଭିକେରେ ଦମଦାର ପ୍ରଦର୍ଶନ ବିଜୟଙ୍କ ଶିବିରକୁ ଉତ୍ସାହିତ କରିଦେଇଛି । ସେ ଏବେ କିଙ୍ଗମେକର ଭୂମିକାରେ ରହିବେ ବୋଲି ଅନୁମାନ କରାଯାଉଛି ।
ଆସାମରେ ୧୨୬ ଆସନ ଥିବାବେଳେ ଏଯାବତ୍‌ ଗଣତି ଚାଲିଥିବା ଆସନ ମଧ୍ୟରୁ ବିଜେପି ୧୯, ବିଓପିଏଫ ୩, ଏଜିପି ୨, କଂଗ୍ରେସ ୨ ଓ ଏଏସଏମଜେଟିୱାଇପି ୧ ଆସନରେ ଆଗୁଆ ରହିଛି ।

Related Posts

ଘରୋଇ ସହାୟିକାରୁ ବିଧାୟିକା

ପଶ୍ଚିମବଙ୍ଗ ଗୁସ୍କରା ଅଞ୍‌ଳରେ ଘରୋଇ ସହାୟିକା ଭାବେ କାମ କରୁଥିବା କଲିତା ମାଝୀ ପାଲଟିଛନ୍ତି ବିଧାୟିକା । ବିଜେପି ଟିକେଟ୍‌ରେ ଔସଗ୍ରାମ ଆସନରେ ଲଢ଼ି ବିଜୟୀ ହୋଇଛନ୍ତି କଲିତା । କଲିତାଙ୍କ ଭଳି ମହିଳାଙ୍କୁ ପ୍ରାର୍ଥୀ କରି ଭାରତୀୟ ଜନତା ପାର୍ଟି…

Continue reading
ଭବାନୀପୁରରେ ହାରିଲେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଡବଲ ଝଟକା ଲାଗିଛି । ଗୋଟିଏ ପଟେ ତାଙ୍କ ସରକାରର ପତନ ହୋଇଥିବାବେଳେ ଅପରପକ୍ଷରେ ନିଜ ନିର୍ବାଚନମଣ୍ଡଳୀ ଭବାନୀପୁରରେ ବି ସେ ପରାଜୟର ସାମ୍ନା କରିଛନ୍ତି । ୧୮ତମ…

Continue reading

Leave a Reply

Your email address will not be published. Required fields are marked *

You Missed

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ