ତାମିଲନାଡୁ : ବିଜୟଙ୍କ ସେଞ୍ଚୁରୀ

ଗର୍ବିତ ଓଡ଼ିଆ : ଟିଭି ପରଦାରେ ଅନେକ ଫଳାଫଳ ମନଇଚ୍ଛା ଦର୍ଶାଯାଉଛି । ଏଭଳି କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ତଥ୍ୟ ହିଁ ସଠିକ୍‌ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ତାମିଲନାଡୁରେ ଟିଭିକେ ୧୦୪ ଆସନରେ ଆଗୁଆ ଥିବାବେଳେ ଏଡ଼ିଏମକେ ୬୭ ଓ ଡିଏମକେ ୪୦ ଆସନରେ ଆଗୁଆ ରହିଛି । ଯେତେବେଳେକି ପିଏମକେକୁ ୭, କଂଗ୍ରେସକୁ ୪, ବିଜେପିକୁ ୩, ସିପ୍ରିଆଇଏମକୁ ୨, ସିପିଆଇକୁ ୨, ଭିସିକେକୁ ୧, ଏଏମଏମକେଏମଏନକେଜେଡ଼କୁ ୧ ଓ ଡିଏମଡିକେ ୧ ଆସନରେ ଆଗୁଆ ରହିଛି । ଟିଭିକେ ସେଞ୍ଚୁରୀ ମାରି ସମସ୍ତଙ୍କୁ ଚମକାଇ ଦେଇଛି । ତେବେ ଏଥିମଧ୍ୟରୁ ଦଳ କେତୋଟି ଆସନ ପାଇବ ତାହା ଉପରେ ହିଁ ସବୁ କିଛି ନିର୍ଭର କରେ ।

Related Posts

ମହୁଆଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା: ‘ରାଜନୀତିରେ ରହି ଅଣ୍ଡା ମାଡ଼କୁ ଡରୁଛ’

ନୂଆଦିଲ୍ଲୀ: ଏକ ଅପରାଧିକ ମାମଲାରେ ପୁଲିସ ନିକଟରେ ପ୍ରତ୍ୟକ୍ଷ ହାଜର ହେବାକୁ କଲକାତା ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଚାଲେଞ୍ଜ କରିଥିବା ଟିଏମସି ସାଂସଦ ସୁପ୍ରିମକୋର୍ଟରେ ସମାଲୋଚିତ ହୋଇଛନ୍ତି। ପୁଲିସ ନିକଟରେ ପ୍ରତ୍ୟକ୍ଷ ପରିବର୍ତ୍ତେ ଆଭାସି (ଭର୍ଚୁଆଲ)ରେ ହାଜର ହେବାକୁ ମହୁଆ ସୁପ୍ରିମକୋର୍ଟଙ୍କୁ…

Continue reading
୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ