ପେଟ୍ରୋଲ ଡିଜେଲ ସରିଯିବା ଗୁଜବ! ପମ୍ପରେ ଲମ୍ବା ଲାଇନ୍

ମାଲକାନଗିରି: ସିଲିଣ୍ଡର ଦର ବୃଦ୍ଧି ପରେ ଏବେ ପେଟ୍ରୋଲ ଦର ବଢିଯିବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଭିଡ। ମାଲକାନଗିରିରେ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ତେଲ ସରିଯିବା ଏବଂ ଦର ବଢିବା ଭୟରେ ପେଟ୍ରୋଲ ପମ୍ପରେ ଭିଡ ହୋଇଛି। ଗତକାଲି ରାତି ଓ ଆଜି ସକାଳେ ପେଟ୍ରୋଲ ପମ୍ପ ଗୁଡିକରେ ଭିଡ ଦେଖିବାକୁ ମିଳିଛି।
ପେଟ୍ରୋଲ ଡିଜେଲ ସରିଯିବା ଗୁଜବ ପରେ ମାଲକାନଗିରି ସଦର ମହକୁମାର କିଛି ପେଟ୍ରୋଲ ପମ୍ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ଯଥେଷ୍ଟ ତେଲ ମହଜୁଦ ଥିବା ସରକାର ସ୍ପଷ୍ଟ କରିସାରିଛନ୍ତି।

  • Related Posts

    ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା

    ବ୍ରହ୍ମପୁର: ରେକର୍ଡ ଡାନ୍ସ ନହେବାରୁ ହଙ୍ଗାମା। ଦଣ୍ଡନାଚରେ ହୋହଲ୍ଲା କଲେ ସ୍ଥାନୀୟ ଲୋକେ। ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କଲେ ଦଣ୍ଡନାଚ ଯାତ୍ରା ପାର୍ଟି। ଗତକାଲି ରାତିରେ ବ୍ରହ୍ମପୁର ହିଲପାଟଣା ଅଂଚଳରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା। ସାମାଜିକ ନାଟକ ପରିବେଷଣ ହେଉଥିଲା।…

    Continue reading
    ଆଜିଠୁ ବଢ଼ିବ କାଳବୈଶାଖୀ ବର୍ଷା

    ଭୁବନେଶ୍ୱର: ରବିବାରଠାରୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ବଢ଼ିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ପବନ ବହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ