ବାଙ୍କୀ: ବାଙ୍କୀ ମହାନଦୀ ପଠାର କୁଶପଙ୍ଗି ଘାଟ ନିକଟରେ ଫସିଛନ୍ତି ଗାଈ। ୪୦ରୁ ଅଧିକ ଗାଈ ଫସି ରହିଛନ୍ତି । ଗତକାଲି ସଂଧ୍ୟାରେ ମହାନଦୀ ପଠାକୁ ଚରିବାକୁ ଯାଇଥିଲେ। ନଦୀରେ ବଢ଼ି ପାଣି ଆସିଯିବାରୁ ଫସି ରହିଛନ୍ତି। ଡମପଡା ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାରକାର୍ୟ୍ୟ ଜାରି ରହିଛି ।

ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…
କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…