ରାଜ୍ୟର ୧୫ ସହରର ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଛି

ଭୁବନେଶ୍ୱର : ବିଳମ୍ଵରେ ହେଉ ପଛେ ରାଜ୍ୟକୁ ଶୀତ ଆସିଛି। ରାଜ୍ୟର ୧୫ ସହରର ତାପମାତ୍ରା ୨୦ଡିଗ୍ରୀ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ସବୁଠୁ କମ୍‌ ବା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ଡିଗ୍ରୀ, ଭବାନୀପାଟଣାରେ ୧୭, ଝାରସୁଗୁଡ଼ାରେ ୧୭.୨, ରାଉରକେଲାରେ ୧୭.୩, ନବରଙ୍ଗପୁରରେ ୧୭.୫, କୋରାପୁଟ ଓ ଅନୁଗୁଳରେ ୧୭.୬, ରାୟଗଡ଼ା ଓ କେନ୍ଦୁଝରରେ ୧୮.୬ ଡିଗ୍ରୀ ରହିଥିଲା ।

ଆସନ୍ତା ତିନି ଦିନ ପାଇଁ ଦିନ ଓ ରାତି ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ନାହିଁ । ୧୫ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

  • Related Posts

    ବିଶ୍ୱ ପରିବେଶ ଦିବସ: ହଜିଯାଇଛି ବୃକ୍ଷରାଜି, ଶୁଖିଯାଉଛି ଜଳଧାରା

    ଦେବଗଡ଼: ଦ୍ରୁତଗତିରେ ଚାଲିଛି ବିକାଶ। ତେବେ ବିକାଶ ନାଁରେ ଲୋକମାନଙ୍କ ଗମନାଗମନର ତଥା ଅନ୍ୟାନ୍ୟ ସୁବିଧା ସହ ସୁବ୍ୟବସ୍ଥା ପାଇଁ ତିଆରି ହେଊଛି ଜାତୀୟ ରାଜପଥ। ଏହି ବିକାଶ ଧାରା ତଥା ୪୯ ନଂ ଜାତୀୟ ରାଜପଥର ସଂପ୍ରସାରଣ ଯୋଗୁଁ ତିଲେଇବଣିରୁ…

    Continue reading
    ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଏହି ବୈଠକରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସହ ପରିଚାଳନା କମିଟିର ସଦସ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ