
ଭୁବନେଶ୍ୱର: ସୋମବାର ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ଲୋକସେବା ଭବନରେ ସକାଳ ୧୦.୩୦ରୁ ଆରମ୍ଭ ହୋଇଥିବା କ୍ୟାବିନେଟ ବୈଠକରେ ଇତିମଧ୍ୟରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩ଟି ବିଭାଗର ମୋଟ ୪ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି ।




