ଅସରପାଙ୍କ କବଳରୁ ରକ୍ଷା ପାଇବାର ଉପାୟ

ସାଧାରଣତଃ ଘରର ଅନ୍ୟ କକ୍ଷ ତୁଳନାରେ ରୋଷେଇ ଘରେ ସବୁଠୁ ଅଧିକ ଅସରପା ହୋଇଥାନ୍ତି । ଆରମ୍ଭରୁ ଏମାନଙ୍କୁ ଦୂରେଇ ନ ଦେଲେ ପରେ ସଂଖ୍ୟା ବଢିଯାଇଥାଏ । ଅସରପା ଦୂରେଇଯିବାର କେତେକ ସହଜ ତଥା ସରଳ ଉପାୟମାନ ରହିଛି ।

ତେଜପତ୍ରର ସୁଗନ୍ଧରେ ଅସରପା ଦୂରେଇଯାଆନ୍ତି । ଯେଉଁ କୋଣରେ ଅସରପା ଦେଖାଯିବେ, ସେଠାରେ ଗୋଟିଏ ପ୍ଲେଟ୍ରେ ୨-୩ଟି ତେଜପତ୍ର ରଖିଦିଅନ୍ତୁ, ଦିନ କେଇଟାରେ ଅସରପା ଘରୁ ଦୂରେଇଯିବେ ।

ଗୋଟିଏ ପାତ୍ରରେ ସମପରିମାଣର ଚିନି ଓ ବେକିଂ ପାଉଡର ନିଅନ୍ତୁ । ତାହାକୁ ଭଲ ଭାବେ ମିଶାଇ ଅସରପା ଥିବା ସ୍ଥାନରେ କିମ୍ବା ଘରର ପ୍ରତିକୋଣରେ ଅଳ୍ପଅଳ୍ପ ପକାନ୍ତୁ । ଚିନି ର ସ୍ୱାଦରେ ଆକର୍ଷିତ ହେଲାପରେ ବେକିଂ ପାଉଡର୍ ର ଗନ୍ଧରେ ଅସରପା ସେହି ସ୍ଥାନ ଛାଡି ପଳାଇବେ । ଏହା ଏକ ସହଜ ପ୍ରକ୍ରିୟା ଅଟେ ।

ଲବଙ୍ଗର ଗନ୍ଧରେ ମଧ୍ୟ ଅସରପା ଦୂରେଇଯାଆନ୍ତି । ରୋଷେଇଘରର ବିଭିନ୍ନ ସ୍ଥାନରେ ଲବଙ୍ଗ ରଖିଲେ ଅସରପାରୁ ମୁକ୍ତି ମିଳିପାରିବ ।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ