କେନ୍ଦ୍ରୀୟ କର ବାବଦରେ ଓଡ଼ିଶାକୁ ୪,୮୧୯ କୋଟି ହସ୍ତାନ୍ତର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅଗଷ୍ଟ ପହିଲାରେ ବିଭିନ୍ନ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ କର ବାବଦରେ ୧ ଲକ୍ଷ ୯ ହଜାର ୧୯ କୋଟି ଟଙ୍କାର ଅତିରିକ୍ତ ଅଗ୍ରୀମ କର ହସ୍ତାନ୍ତର କରିଛନ୍ତି। ଏହା ସାଧାରଣ ମାସିକ କିସ୍ତିଠାରୁ ଅଲଗା ଏବଂ ସାଧାରଣ ମାସିକ ଅଗ୍ରୀମ କର କିସ୍ତି ୧୦ ଅଗଷ୍ଟ ୨୦୨୬ରେ ଜାରି ହେବ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହି ଅର୍ଥ ରାଜ୍ୟଗୁଡ଼ିକର ପୁଞ୍ଜି ଏବଂ ବିକାଶମୂଳକ ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ସହ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରିଛି।
ଅଗଷ୍ଟ ୨୦୨୬ ପାଇଁ କେନ୍ଦ୍ରୀୟ କର ଏବଂ ଶୁଳ୍କର ନିଟ୍ ଆଦାୟର ରାଜ୍ୟୱାରୀ ବଣ୍ଟନକୁ ନିମ୍ନରେ ପ୍ରଦାନ କରାଗଲା:

କ୍ରମିକ ନଂ ରାଜ୍ୟ ସମୁଦାୟ (ଟଙ୍କା କୋଟିରେ)
୧ ଆନ୍ଧ୍ର ପ୍ରଦେଶ ୪୫୯୭
୨ ଅରୁଣାଚଳ ପ୍ରଦେଶ ୧୪୭୬
୩ ଆସାମ ୩୫୫୨
୪ ବିହାର ୧୦୮୪୫
୫ ଛତିଶଗଡ଼ ୩୬୦୨
୬ ଗୋଆ ୩୯୮
୭ ଗୁଜରାଟ ୪୦୯୪
୮ ହରିୟାଣା ୧୪୮୪
୯ ହିମାଚଳ ପ୍ରଦେଶ ୯୯୬
୧୦ ଝାଡ଼ଖଣ୍ଡ ୩୬୬୦
୧୧ କର୍ଣ୍ଣାଟକ ୪୫୦୪
୧୨ କେରଳ ୨୫୯୭
୧୩ ମଧ୍ୟ ପ୍ରଦେଶ ୮୦୧୦
୧୪ ମହାରାଷ୍ଟ୍ର ୭୦୨୨
୧୫ ମଣିପୁର ୬୮୨
୧୬ ମେଘାଳୟ ୬୮୮
୧୭ ମିଜୋରାମ ୬୧୫
୧୮ ନାଗାଲାଣ୍ଡ ୫୨୪
୧୯ ଓଡ଼ିଶା ୪୮୧୯
୨୦ ପଞ୍ଜାବ ୨୧୭୬
୨୧ ରାଜସ୍ଥାନ ୬୪୬୦
୨୨ ସିକିମ୍ ୩୬୫
୨୩ ତାମିଲନାଡୁ ୪୪୬୬
୨୪ ତେଲେଙ୍ଗାନା ୨୩୭୦
୨୫ ତ୍ରିପୁରା ୬୯୯
୨୬ ଉତ୍ତର ପ୍ରଦେଶ ୧୯୨୦୮
୨୭ ଉତ୍ତରାଖଣ୍ଡ ୧୨୪୪
୨୮ ପଶ୍ଚିମବଙ୍ଗ ୭୮୬୬

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ