ଡାଲଚିନି ଖାଇବା ଦ୍ୱାରା ବୁଝିବା ଶକ୍ତି ବୃଦ୍ଧି ପାଏ

ଖାଦ୍ୟକୁ ଆକର୍ଷଣୀୟ ରଙ୍ଗ ଦେବା ଓ ତା’ର ସ୍ୱାଦ ବଢାଇବା ପାଇଁ ସାଧାରଣତଃ ଭାରତୀୟମାନେ ଡାଲଚିନି ବ୍ୟବହାର କରିଥାଆନ୍ତି। କିନ୍ତୁ ଡାଲଚିନିରେ ଆଉ ଏକ ଗୁଣ ରହିଥିବା ବର୍ତ୍ତମାନ ଜଣାପଡ଼ିଛି।

ଆମେରିକାର ଗବେଷକଙ୍କ ମତରେ, “ଡାଲଚିନି ଖାଇବା ଦ୍ୱାରା ଶିଖିବାର କ୍ଷମତା ବୃଦ୍ଧି ପାଇଥାଏ ବୋଲି ଏକ ମୂଷା ଉପରେ କରାଯାଇଥିବା ପରୀକ୍ଷା ପରେ ଜଣାପଡ଼ିଛି। ଯେଉଁ ବ୍ୟକ୍ତି ଶିଖିବା ଓ ବୁଝିବାରେ ଦୁର୍ବଳ ଥାଏ ଡାଲଚିନି ଖାଇବା ଦ୍ୱାରା ଏହା ତା’ପାଇଁ ସହଜ ହୋଇଥାଏ।”

ଗବେଷକଙ୍କ ଅନୁସାରେ,“ ଦୁର୍ବଳ ବ୍ୟକ୍ତିଙ୍କ ମସ୍ତିଷ୍କରେ ସିଆରଇବି (ଶିଖିବା ଓ ସ୍ମୃତି ଶକ୍ତି ବଢାଇବା ପ୍ରୋଟିନ୍) ମାତ୍ରା କମ୍ ରହିଥାଏ। ଡାଲଚିନି ଖାଇବା ଦ୍ୱାରା ସିଆରଇବିର ମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା।”

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ