ନବୀନଙ୍କ ନିଷ୍ପତ୍ତିକୁ ନିଜର କହି ଘୋଷଣା କରୁଛନ୍ତି ନୂଆ ସରକାର:ଅରୁଣ

ଭୁବନେଶ୍ବର: ୧୨ ନୂଆ ଏନଏସି ଚିଠା ବିଜ୍ଞପ୍ତି ପ୍ରକାଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ଅରୁଣ ସାହୁ କହିଛନ୍ତି, ନବୀନଙ୍କ ନିଷ୍ପତ୍ତିକୁ ନିଜର କହି ଘୋଷଣା କରୁଛନ୍ତି ନୂଆ ସରକାର । ଗାଁକୁ ସହର କଲେ ଆପତ୍ତି ନାହିଁ କିନ୍ତୁ ପୂର୍ବ ସରକାରରେ ଘୋଷଣା ହୋଇଥିବା ଅଞ୍ଚଳକୁ ମଧ୍ୟ ତୁରନ୍ତ ଘୋଷଣା କରନ୍ତୁ, ନହେଲେ ଆଗାମୀ ଦିନରେ ପ୍ରତି ଅଞ୍ଚଳରେ ଆନ୍ଦୋଳନ ହେବ ।ଭାରତରେ ସହରାଞ୍ଚଳର ବିକାଶ ହେଉଛି । ସେହି ଅଞ୍ଚଳ ହେଉଛି ୩୫ ରୁ ୪୦ ପ୍ରତିଶତ । ଓଡ଼ିଶାରେ ୨୦ରୁ ୨୨ ପ୍ରତିଶତ ସହରାଞ୍ଚଳ ରହିଛି । ଗାଁକୁ ସହର କରିବାରେ ଆପତ୍ତି ନାହିଁ । ନବୀନ ସରକାର ଯାହା ନିଷ୍ପତ୍ତି ନେଇଥିଲେ ତାକୁ ବନ୍ଦ କରି ନିଜେ ନାଁ ନେବା ପାଇଁ କାଲି ୧୨ ଏନଏସି ଘୋଷଣା କଲେ । ପୂର୍ବ ସରକାର ସମୟରେ ୫୭ ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ ତାକୁ ତୁରନ୍ତ କରନ୍ତି । ସମସ୍ତ ପ୍ରକାର ମାନ୍ୟତା ପାଇଥିବା ଅଞ୍ଚଳ ଗୁଡ଼ିକୁ ଏନଏସି ଘୋଷଣା ନ ହେଲେ ଅଶାନ୍ତି ବଢିବ । ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ନିଜର କହି ନାଁ ନେଉଛନ୍ତି । ସରକାର ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ନହେଲେ ଆଗାମୀ ଦିନରେ ପ୍ରତି ଅଞ୍ଚଳରେ ଆନ୍ଦୋଳନ ଦେଖିବାକୁ ମିଳିବ ବୋଲି ଅରୁଣ ସାହୁ କହିଛନ୍ତି ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ