ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ଫଳାଫଳ ଘୋଷଣା ହେବା ପରେ ଶନିବାର ଦଳୀୟ ନେତୃବୃନ୍ଦ ନିର୍ବାଚିତ ସଦସ୍ୟା ଓ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ ସହିତ ଖୁସି ମନାଇଛନ୍ତି।

ଏହି ନିର୍ବାଚନରେ ବିଜେଡିରୁ ନିର୍ବାଚିତ ହୋଇଥିବା ସଦସ୍ୟା ଓ ସଦସ୍ୟମାନେ ହେଲେ ବରପାଲି ଜୋନ୍-୧ର ଗୋବିନ୍ଦ ସାହୁ, ବରପାଲି ଜୋନ୍-୨ର ଅନନ୍ତ ସେଟ୍, ଭଟଲି ଜୋନ୍-୨ର ଈଶ୍ୱର ଚନ୍ଦ୍ର ସାହୁ, ବିଜେପୁର ଜୋନ୍-୧ର ମାନିନୀ ଭୋଇ, ବରଗଡ଼ ଜୋନ୍-୩ର ମୋହନ ଲୁହା, ଅମ୍ବାଭୋନା ଜୋନ-୧ର ନିଲକୁମାରୀ ନାଏକ, ଗାଇସିଲେଟ ଜୋନ୍-୧ର ନୀଳମଣି ବରିହା, ଭେଡେନ ଜୋନ୍-୧ର ପଦ୍ମିନୀ ଗଡତିଆ, ବରଗଡ଼ ଜୋନ୍-୨ର ପ୍ରଭାସିନୀ ପ୍ରଧାନ, ରାଜବୋଡାସମ୍ବର ଜୋନ୍-୨ର ପୂର୍ଣ୍ଣିମା ରଣା, ବରଗଡ଼ ଜୋନ୍-୧ର ପୁଷ୍ପା ଭୋଇ, ଅତାବିରା ଜୋନ୍-୨ର ରଞ୍ଜିତ ସାହୁ, ସୋହେଲା ଜୋନ୍-୩ର ରୋଜି ନାଏକ, ବିଜେପୁର ଜୋନ୍-୩ର ସୁଦାମ ଚରଣ ସାହୁ ଏବଂ ଝାରବନ୍ଧ ଜୋନ୍-୧ର ସୁଶିଲ ମରେଇ।

  • Related Posts

    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading
    କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ: ଶୁଭାରମ୍ଭ କଲେ ପିସିସି ସଭାପତି

    ଭୁବନେଶ୍ୱର: କଂଗ୍ରେସ ଭବନଠାରେ ବିଭିନ୍ନ ଜିଲ୍ଲାରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କ ପାଇଁ କଂଗ୍ରେସର ମହା ରିଲିଫ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଶୁଭାରମ୍ଭ ହୋଇଛି lପ୍ରଥମ ପର୍ଯାୟରେ ଖାଦ୍ୟ ପ୍ୟାକେଟ ବୋଝେଇ ଟ୍ରକଗୁଡିକୁ ଓପିସିସି ସଭାପତି ଭକ୍ତ ଚରଣ ଦାସ ଓଡିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ