ବିଜେପିକୁ ଭୋଟ ଦେଇ ଲୋକ ଭୁଲ କରିଦେଲେ : ପ୍ରସନ୍ନ ଆଚାର୍ୟ୍ୟ

ଭୁବନେଶ୍ବର : ବିଜେପି ସରକାରରେ ସମନ୍ୱୟ ନାହିଁ। ନାଁ କଥାରେ ନାଁ କାମରେ କେଉଁଥିରେ ମଧ୍ୟ ସମନ୍ୱୟ ରହୁନି। ଏପରି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ୟ୍ୟ। ସେ କହିଛନ୍ତି ବିଜେପିକୁ ଭୋଟ ଦେଇ ଲୋକ ଭୁଲ କରିଦେଲେ ବୋଲି କହିବା ସହ ଏବେ ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି। ୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି। ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଶୁଡି ପଡ଼ିଛି।
୭ମାସ ଭିତରେ ଲୋକେ ଏ ଶାସନରେ ଅତିଷ୍ଠ ହୋଇଗଲେଣି । ସବୁ କ୍ଷେତ୍ରରେ ଅବ୍ୟବସ୍ଥା, ଦରଦାମ୍ ନିୟନ୍ତ୍ରଣ ବାହାରେ, ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏକଥା ପ୍ରମାଣିତ କରିଛି ଓଡ଼ିଶାରେ ଶାସନ ବ୍ୟବସ୍ଥା ଭୁଷୁଡି ପଡ଼ିଛି ବୋଲି ପ୍ରସନ୍ନ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଏ ସରକାର ଭିତରେ କିଏ ପୂର୍ବ କୁ ଟାଣୁଛି ତ କିଏ ପଶ୍ଚିମକୁ ଟାଣୁଛି, କିଏ ଉତ୍ତର କୁ ତ କିଏ ଦକ୍ଷିଣକୁ ଟାଣୁଛି । ସରକାରଙ୍କ ମଧ୍ୟରେ ସମନ୍ୱୟ ନାହିଁ । କଥାରେ କାର୍ୟ୍ୟରେ କେଉଁଥିରେ ସମନ୍ୱୟ ନାହିଁ । ଯାହାର କୁକର୍ମ ଓଡିଶାବାସୀମାନେ ଭୋଗୁଛନ୍ତି । ଲୋକଙ୍କ ଭିତରେ କ୍ରୋଧ ସହ ପ୍ରଶ୍ଚାତାପ ରହିଛି । ଲୋକେ ଏବେ କହୁଛନ୍ତି ଭୁଲ୍ ହୋଇଗଲା ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି