ବିଜେପି ସରକାରର ଜନବିରୋଧୀ ନୀତିରେ ଜନତା ଅତିଷ୍ଠ ହୋଇଗଲେଣି:ବିଜେଡି

ଭୁବନେଶ୍ବର :କଥା କୁହା ବିଜେପି ସରକାରର ଜନବିରୋଧୀ ନୀତିରେ ଜନତା ଅତିଷ୍ଠ ହୋଇଗଲେଣି। ଆଗକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ଲୋକଙ୍କ ସହ ମିଶି ବିଜେଡିକୁ ଆହୁରି ଶକ୍ତିଶାଳୀ କରିବେ। ତଳସ୍ତରରୁ ସାଙ୍ଗଠନିକ କାର୍ୟ୍ୟକ୍ରମ ସଜାଡିବା ସହ କାର୍ୟ୍ୟକାର୍ତ୍ତାଙ୍କୁ ଭେଟି ଅଗାମୀ ଦିନ ପାଇଁ ନବୀନ ରୋଡମ୍ୟାପ୍‌ ପସ୍ତୁତ କରିବେ। ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି। ସୋମବାର ଗାନ୍ଧୀମାର୍ଗ ଜନ ସମୁଦ୍ର ପାଲଟି ଥିଲା। ଯାହା ଏକ ଟ୍ରେଲର ଥିଲା। ବିଜେପି ସରକାରର ଜନବିରୋଧୀ ନୀତିରେ ସାଧାରଣ ଜନତା ଅତିଷ୍ଠ ହୋଇଗଲେଣି। ଯାହା ଫଳରେ ହଜାର ହଜାର ଜନତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନତାଙ୍କ ନେତା ନବୀନ ପଟ୍ଟନାୟକଙ୍କୁ ସହ ଗଣବିକ୍ଷୋଭ ସମାବେଶରେ ସାମିଲ ହେବାପାଇଁ ଆସିଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ମାଧବ ଧଡ଼ା।

ମଙ୍ଗଳବାର ଗଣମାଧ୍ୟମକୁ ଏକ ବିବୃତ୍ତିରେ ସୋର ବିଧାୟକ ମାଧବ ଧଡ଼ା କହିଛନ୍ତି ସୋମବାର ଆମେ ଟ୍ରେଲର ଦେଖେଇଲୁ ଆଗକୁ ଫିଲ୍ମ ବାକି ଅଛି । ନବୀନ ଯୁଆଡେ ଯାଉଛନ୍ତି ସେଠି ଜନ ସମାଗମ ହେଉଛି । ଗତକାଲି ଗାନ୍ଧୀ ମାର୍ଗ ଜନ ସମୁଦ୍ର ପାଲଟି ଥିଲା । ଆଗକୁ ସବୁ ଜିଲ୍ଲାକୁ ଯିବେ ନବୀନ । ଦଳ ଆହୁରି ସଂଗଠିତ ହେବ । ତଳ ସ୍ତରରେ କାର୍ୟ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି ହୋଇ ଲଢ଼ିବାକୁ ଶକ୍ତି ଦେବ।

  • Related Posts

    ବିଜେପିର ଦମ୍ଭୋକ୍ତି କୁଆଡ଼େ ଗଲା: ନବୀନ

    କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ପ୍ରଦେଶ ସରକାର ନିର୍ବାଚନ ଘୋଷଣା କରିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି…

    Continue reading
    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି