ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ତେଲକୋଇ: ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝରଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)।ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଆଈନାତୁଣୀ ପଡୋଶୀ ଘରକୁ ପ୍ରାଣ ବିକଳରେ ଧାଉଁଥିବା ବେଳେ ଘର ଠାରୁ ୧୦ ମିଟର ଦୂରରେ ହାତୀ ବନିତାଙ୍କୁ ଟାଣି ଆଣି କଚାଡ଼ି ମାରିଦେଇଥିଲା। ଅଳ୍ପକେ ନାତୁଣୀ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ କାଳିଆହତା ଫାଣ୍ଡି ପୁଲିସ ପହଞ୍ଚି ଶବ ଉଦ୍ଧାର କରିଛି।ହାତୀ ଭୟରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।
ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି। ଜୀବନ ବଞ୍ଚାଇବା ପାଇଁ ଆଈନାତୁଣୀ ପଡୋଶୀ ଘରକୁ ପ୍ରାଣ ବିକଳରେ ଧାଉଁଥିବା ବେଳେ ଘର ଠାରୁ ୧୦ ମିଟର ଦୂରରେ ହାତୀ ବନିତାଙ୍କୁ ଟାଣି ଆଣି କଚାଡ଼ି ମାରିଦେଇଥିଲା। ଅଳ୍ପକେ ନାତୁଣୀ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଓ କାଳିଆହତା ଫାଣ୍ଡି ପୁଲିସ ପହଞ୍ଚି ଶବ ଉଦ୍ଧାର କରିଛି।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ