ସମୟ ଆସିଯାଇଛି, ସତ୍ୟ ପ୍ରକାଶିତ ହେବ:ପ୍ରଭାତ

ଭୁବନେଶ୍ୱର: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ୟ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି। ଏନେଇ ଦଳ ପକ୍ଷରୁ ବିଜେଡି ଉପସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି। ବିଜେଡିରୁ ବହିଷ୍କାର ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତ ବିଶ୍ବାଳ।

ପ୍ରଭାତ କହିଛନ୍ତି, ବିଜେଡି ପାଇଁ ବହୁ ପରିଶ୍ରମ କରିଛି। ମୋତେ ଯେଉଁମାନେ ବହିଷ୍କାର କରିଛନ୍ତି ସେମାନେ ରାତି ଅନିଦ୍ରା ହୋଇନାହାନ୍ତି। ମୁଁ ରାତି ଅନିଦ୍ରା କଷ୍ଟ ପାଇଥିବାରୁ ନବୀନ ନିବାସ ଯାଇଥିଲି। ବିଜୁ ଜନତା ଦଳର ୧୮୮ କୋଟି ଟଙ୍କା ଅଛି। ସେମାନେ ଦସ୍ତଖତ କରି ପ୍ରାର୍ଥୀ ହେବା କିପରି ସମ୍ଭବ। ସମୟ ଆସିଯାଇଛି, ସତ୍ୟ ପ୍ରକାଶିତ ହେବ ବୋଲି ସେ କହିଛନ୍ତି।

  • Related Posts

    ୨୦୨୯ରେ ମଧ୍ୟ ବିଜେପି ସପକ୍ଷରେ ଜନାଦେଶ ଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ବର: ଓଡିଶାରେ ବିଜେଡି ସରକାର ପତନ ଓ ବିଜେପି ସରକାର ଉତ୍ଥାନକୁ ଦୁଇ ବର୍ଷ ପୂରଣ ହୋଇଛି । ଆଜିର ଦିନକୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସଫଳତା ଦାବିର…

    Continue reading
    ବିଜେଡି ଜାରି କରିଥିବା ଓଡ଼ିଶାରେ ବିଜେପି ସରକାରର ୨୪ ମାସର ଶ୍ରେଷ୍ଠ ୨୪ ବିଫଳତା

    ୧. ମାତ୍ର ୧୮ ମାସରେ ୪୮,୭୯୮ଟି ମହିଳା ନିର୍ଯାତନା ଅପରାଧ । ୨. ସାଧାରଣ ସ୍ଥାନରେ ଯୌନ ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ୱର ୧ । ୩. ହିଂସାତ୍ମକ ଅପରାଧରେ ଓଡ଼ିଶା ନମ୍ୱର ୧ । ୪. ମହିଳା ବିରୋଧୀ ଅପରାଧରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ