୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର: ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇ ଥିଲା । ପ୍ରଶାସନ ସହିତ ଆଲୋଚନାରେ କୌଣସି ସୁଫଳ ମିଳିନଥିଲା । ପୂର୍ବ ନିଷ୍ପତ୍ତି ଅନୁଯାୟୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ତାଳଚେରର ସମସ୍ତ କୋଇଲା ଖଣିରୁ କୋଇଲା ଉତ୍ପାଦନ ପରିବହନ ବନ୍ଦ ସହିତ ଖଣି କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ସଡକ ଓ ରେଳ ପଥରେ କୋଇଲା ପରିବହନ ବନ୍ଦ ରହିଛି। ବସ୍ ଚଳାଚଳ ବନ୍ଦ ରହିବା ଯୋଗୁଁ -ଘଐରେ ଯାତାୟାତ ଠପ୍‌ ହୋଇଯାଇଛି । ଦୋକାନ ବଜାର ଓ ସରକାରୀ ଅଫିସ ବନ୍ଦ ରହିଛି । ଶାନ୍ତି ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • Related Posts

    ସଙ୍ଘ ର ନିର୍ବାଚନକୁ ନେଇ ବିବାଦ, ଥାନାରେ ମାମଲା

    ଯୋଡା,୧୫/୦୫(ରମେଶ ମହାପାତ୍ର) ଯୋଡ଼ା ବହୁଚର୍ଚ୍ଚିତ ଟ୍ରକ୍ ମାଲିକ ସଂଘ ର ନିର୍ବାଚନ ବିବାଦ କୁ ନେଇ ଥାନା ରେ ଇତଲା ନିର୍ବାଚନ ଦିନକୁ ଦିନଘନେଇବାରେ ଲାଗିଛି ।ବର୍ତ୍ତମାନ ଯୋଡା ଟ୍ରକ୍ ମାଲିକ ସଂଘ ର ସମୟ ଅବଧି ଶେଷ ହେବାରୁ ପୁନଃ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି

    ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା ପିଛଲା ଭାବେ ୨୦୨୬ ଜାନୁଆରୀ’ରୁ ଲାଗୁ ହେବ ପେନସନ୍‌ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି ଭୁବନେଶ୍ୱର ୧୫…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ