କଟକର ୬ଟି ମଣ୍ଡପକୁ ସୁଉଚ୍ଚ ତୋରଣ ପାଇଁ ହାଇକୋର୍ଟଙ୍କ ଅନୁମତି

କଟକ: ଦଶହରାରେ ୬ଟି ବଡ଼ ତୋରଣକୁ କୋର୍ଟଙ୍କ ଅନୁମତି । ଚାଉଳିଆଗଞ୍ଜ, ରାଣୀହାଟ, ମାଲଗୋଦାମ ତୋରଣକୁ ମିଳିଛି ଅନୁମତି । ଶିଖରପୁର, ଖାନନଗର ଓ ବାଦାମବାଡ଼ି ତୋରଣକୁ ମଧ୍ୟ ଅନୁମତି । ସମସ୍ତ ତୋରଣର ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବ । କାଲିଠୁ ପୂଜା ଅନୁମତି କରିହେବ ଆବେଦନ ।

ସବ୍‌-ଡିଭିଜିନାଲ୍‌ ମାଜିଷ୍ଟ୍ରେଟଙ୍କ ନିକଟରେ କରିବେ ଆବେଦନ । ଆବେଦନ ପାଇଁ ବାରବାଟୀ ପ୍ୟାଲେସରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା । ସମସ୍ତ ମଣ୍ଡପ ନିକଟରେ ଶବ୍ଦ ସଚେତନତା ହୋର୍ଡିଂ ଲାଗିବ । ମଣ୍ଡପ ତିଆରି ପାଇଁ ରାତିରେ ଅଣାଯିବ ବାଉଁଶ । ଲେଜର ଲାଇଟ୍‌ ବ୍ୟବହାର ଉପରେ କଟକଣା । ୬୫ ଡେସିବଲ୍‌ ଉପରକୁ ଶବ୍ଦ ଉପରେ ବାରଣ ।

  • Related Posts

    ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ

    ଦିଗପହଣ୍ଡି: ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱର୍ଗତ ଟିଙ୍କା ବେହେରାଙ୍କ ବଡ଼ ପୁଅ ଟୁନା ବେହେରା (୩୧)। ଦାଦନ ଶ୍ରମିକ…

    Continue reading
    ଆଜିଠୁ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ, ୧୭ ତାରିଖ ଯାଏ ଚାଲିବ

    ଭୁବନେଶ୍ୱର,: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ଆୟୋଜିତ ‘ଘରେ ଘରେ ତ୍ରିରଙ୍ଗା’ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଘରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ