ଏସିଆ କପ୍‌: ଜିତିଲା ଭାରତ

ଦୁବଇ :ଏସିଆ କପ୍‌ କ୍ରିକେଟ୍‌ରେ ଓମାନ୍‌ ବେଶ୍‌ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍‌ରେ ଏହି ମ୍ୟାଚ୍‌ ଜିତିବାରେ ସଫଳ ହୋଇଛି । ଭାରତ-ଓମାନ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍‌ ବିନିମୟରେ ୨୦ ଓଭର୍‌ରେ ୧୮୮ ରନ୍‌ କରିଥିଲା । ସାମସନ୍‌ ୪୫ଟି ବଲ୍‌ରେ ସର୍ବାଧିକ ୫୬ ରନ୍‌ କରିଥିଲେ । ଅଭିଷେକ ଶର୍ମା ୩୮, ତିଳକ ବର୍ମା ୨୯ ଏବଂ ଇକ୍ସର ୨୬ ରନ୍‌ କରିଥିଲେ ।

ଓମାନ୍‌ର ବୋଲର୍‌ ଶାହା ଫୈସାଲ୍‌ , ଜିତେନ୍‌ ରାମାନନ୍ଦି ଓ ଅମିର୍‌ କାଲିମ୍‌ ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ । ଓମାନର ବ୍ୟାଟରମାନେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏହାର ଅଧିନାୟକ ଜଶିନ୍ଦର ସିଂ ୩୨ ରନ୍‌ କରି କୁଲଦୀପଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଅମୀର କାଲିମ୍‌ ସର୍ବାଧିକ ୬୪ ରନ୍‌ କରିଥିଲେ । ହାମାଦ୍‌ ମୀର୍ଜା ୫୧ ରନ୍‌ , ବିନାୟକ ଶୁକ୍ଳା ୧ ରନ୍‌ ଜିତେନ୍‌ ରାମାନନ୍ଦୀ ୧୨ ରନ୍‌ କରିଥିଲେ ।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ