ତାମିଲନାଡୁର ତିରୁପାଥୁର ବିଧାନସଭା ଆସନରେ ଲଢ଼ୁଥିବା ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପଥି ଆର.ଙ୍କୁ ଗୋଟିଏ ଭୋଟ୍ ବ୍ୟବଧାନରେ ମିଳିଛି ବିଜୟ । ତେବେ ଏହି ଖବର ପାଇବା ପରେ ଥାଲାପତି ବିଜୟଙ୍କର ଜଣେ ଫ୍ୟାନ୍ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ନିଜର ବିମାନଟିକଟ୍ ପୋଷ୍ଟ କରି ଲେଖିଛନ୍ତି ଭୋଟ୍ କରିବାକୁ ଆସି ମୁଁ ଗର୍ବିତ । ଶିବଗଙ୍ଗା ଜିଲ୍ଳାର ମଣିକାନନ୍ଦନମ୍ ଶିବନାଥନମ୍ ନାମକ ଜଣେ ଭୋଟର ନିଜ ପରିବାର ସହିତ ସୁଦୁର ଓମାନର ରାଜଧାନୀ ମସ୍କାଟରୁ ଥାଲାପତି ବିଜୟଙ୍କ ଦଳ ଟିଭିକେ ପାଇଁ ଭୋଟ୍ ଦେବାକୁ ଆସିଥିଲେ । ଟିଭିକେ ପ୍ରାର୍ଥୀ ଗୋଟିଏ ଭୋଟରେ ବିଜୟୀ ହେବା ଖବର ପାଇବା ପରେ ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ନିଜର ଟିକେଟ୍ ଶେଆର କରି ସେ ଖୁସି ବ୍ୟକ୍ତ କରି କହିଛନ୍ତି ମୁଁ ଗର୍ବିତ ଯେ, ମୋ ଥାଲାପତିଙ୍କ ପାଇଁ ଭୋଟ କରିବାକୁ ଆସିଥିଲି ଆଉ ତାଙ୍କ ଦଳ ମୋ ନର୍ବାଚନ ମଣ୍ଡଳୀରେ ଜିତିଲା ।
ମହିଳାମାନେ ପସନ୍ଦ କରୁଥିବା ପୁରୁଷ
– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…








