କମଳା ଚୋପାରୁ ଡ୍ରେସ୍‌ !

ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାର ବିକାଶ ମଣିଷକୁ ଆନେକ ଆଶ୍ଚର୍ଯ୍ୟ କଲାଭଳି କାମ କରାଇପାରୁଛି । ନିକଟରେ ଆମେରିକାର ଏକ ଫ୍ୟାଶନ୍‌ ଶୋର ଆୟୋଜକମାନେ ପରିବେଶ ଅନୁକୂଳ ଓ ପ୍ରାଣୀଜ ଉପାଦାନର ବିକଳ୍ପ ସାମଗ୍ରୀରୁ ପୋଷାକ ପ୍ରସ୍ତୁତ ନିମନ୍ତେ ଡିଜାଇନରମାନଙ୍କୁ ଆହ୍ୱାନ କରିଥିଲେ । ୧୦ ଜଣ ଫାଇନାଲିଷ୍ଟଙ୍କ ଭିତରୁ କମଳା ଚୋପାରୁ ତିଆରି ରେଶମ ପରି କପଡ଼ା, ଅଙ୍ଗୁର, ସପୁରୀ ଇତ୍ୟାଦି ଅବଶିଷ୍ଟରୁ ପ୍ରସ୍ତୁତ ଚମଡ଼ାର ବିକଳ୍ପ, ସୋୟାବିନ୍‌ରୁ କ୍ୟାଶମିୟର୍‌ର ବିକଳ୍ପ ଓ ମକାରୁ ପ୍ରସ୍ତୁତ ତନ୍ତୁ ବ୍ୟବହାର କରାଯାଇଥିଲା । କେତେ ଜଣ ଡିଜାଇନର୍‌ ଉଦ୍ଭିଦ ଭିତ୍ତିକ ଫର୍‌ ଓ ପ୍ରାକୃତିକ ଲାଟେକ୍ସ୍‌କୁ ମଧ୍ୟ ନିଜ ଡିଜାଇନ୍‌ରେ ସାମିଲ କରିଥିଲେ । ପାରମ୍ପରିକ ସାମଗ୍ରୀର ବିକଳ୍ପ ଖୋଜିବାର ଏହି ପ୍ରୟାସ ଭାରତରେ ଧାନ ନଡ଼ା, କଦଳୀ ଗଛର ତନ୍ତୁ, ନଡ଼ିଆ କତା, ଆଖୁ ଛେଦା ଓ ପୁରୁଣା ପୋଷାକରୁ ନୂଆ ସାମଗ୍ରୀ ତିଆରି କରିବାର ଅନେକ ସମ୍ଭାବନା ରହିଛି । ଇଟାଲିର ‘ଅରେଞ୍ଜ୍‌ ଫାଇବର୍‌’ ନାମକ ଏକ ଅନୁଷ୍ଠାନ କମଳା ରସ ତିଆରି ପରେ ବଳିପଡୁଥିବା ଚୋପାରୁ ସେଲୁଲୋଜ୍‌ ବାହାର କରି କପଡ଼ା ତିଆରି କରିବାର ପ୍ରଯୁକ୍ତି ବିକଶିତ କରିଛି । ଏହି କପଡ଼ା ମସୃଣ ଓ ଆକର୍ଷଣୀୟ ହୋଇଥିବାରୁ ଫ୍ୟାସନ୍‌ ପୋଷାକରେ ବ୍ୟବହାର କରାଯାଇପାରେ । ଏହି ସାମଗ୍ରୀରେ ଜୋତା, ବ୍ୟାଗ୍‌ ଓ ଫ୍ୟାସନ୍‌ ଆସେସୋରିଜ୍‌ ପ୍ରସ୍ତୁତ କରିବା ପାଇଁ ବି ଯୋଜନା ହେଉଛି । ଯଦି ଏହି ଶିଳ୍ପର ବ୍ୟବସାୟୀକରଣ ପାଇଁ ପରିବେଶ ଅନୁକୂଳ ପାଣି ଖର୍ଚ୍ଚ, ରସାୟନ ପ୍ରାୟୋଗ କରାଯାଇ ପାରିବ ତେବେ କୃଷକଙ୍କ ଆୟ ବଢ଼ିପାରିବ, ନୂଆ ରୋଜଗାର ସୃଷ୍ଟି ହୋଇପାରିବ ଏବଂ ପୋଷାକ ଶିଳ୍ପରେ ବର୍ଜ୍ୟର ପରିମାଣ ବି କମିପାରିବ ।

  • Related Posts

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ନୂଆଦିଲ୍ଲୀ : ଦେଶରେ ଏବେ ଖୁବ୍‌ଶୀଘ୍ର ବିନା ତେଲ କିି ବ୍ୟାଟେରୀରେ ଗାଡି ଚାଲିବ। ଦିନକୁ ଦିନ ବଢ଼ୁ୍‌ଥିବା ପ୍ରଦୂଷଣ ରୋକି ବାକୁ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋିଛି ଯେଉଁଥିରେ ଇ-୮୫ ସହିତ ଇ-୧୦୦କୁ…

    Continue reading
    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ୬୦ ବର୍ଷ ବୟସରେ ବଲିଉଡ୍‌ର ସବୁଠାରୁ ଏଲିଜିବଲ ବ୍ୟାଚେଲର ସଲମାନ୍‌ ଖାନ୍‌ ଖୁବ୍‌ ଶୀଘ୍ର ପିତା ହେବେ ବୋଲି କହିଛନ୍ତି । କଫି ୱି୍‌ଥ୍‌ କରନର ଶେଷ ସିଜିନ୍‌ର ପ୍ରଥମ ଏପିସୋଡ୍‌ରେ ଏଭଳି କହିଛନ୍ତି ସଲମାନ୍‌ । ତେବେ ସେ ଆଇଭିଏଫ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା