ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ସହଯୋଗୀଙ୍କ ଅସ୍ୱଭାବିକ ମୃତ୍ୟୁ

ପାଟନା: ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିର ଡିଜିଟାଲ୍‌ କମ୍ୟୁନିକେସନ୍‌ ମ୍ୟାନେଜର ଦେବପାଲିକ ଗୁପ୍ତାଙ୍କ ମୃତ ଦେହକୁ ରେଳବାଇ ପୋଲିସ୍‌ ରାଞ୍ଚିରୁ ଉଦ୍ଧାର କରିଛି ।
ସେ ଟ୍ରେନ୍‌ରେ ପାଟନା ଯାଉଥିବାବେଳେ ନିଖୋଜ ହୋଇଯାଇଥିଲେ । ରେଳବାଇ ପୁଲିସ ମଙ୍ଗଳବାର ତାଙ୍କ ମୃତଦେହ ରାଞ୍ଚିରୁ ଉଦ୍ଧାର କରିଛି । ଜନ ସୁରାଜ ପାର୍ଟିର କାର୍ଯ୍ୟକର୍ତ୍ତା ୩୧ ବର୍ଷୀୟ ଦେବପାଲିକଙ୍କ ମୃତଦେହ ରାଞ୍ଚି-ମୁରି ରେଳପଥର ୩୭୯/୧୮ ନମ୍ବର ପୋଲ୍‌ ନିକଟରୁ ମିଳିଛି । ପାଟନା ଯାତ୍ରା କରୁଥିବା ବେଳେ ନିଖୋଜ ହୋଇଯାଇଥିବା ଦେବପାଲିକଙ୍କ ମୃତଦେହ ରାଞ୍ଚିରୁ ମିଳିଛି । ପ୍ରାଥମିକ ତଦନ୍ତରୁ ସେ ଚଳନ୍ତା ଟ୍ରେନ୍‌ରୁ ପଡିଯାଇଥାଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିସ୍ଥିତ ରିମ୍ସକୁ ପଠାଯିବ । ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ଅଙ୍ଗାରା ଥାନା ଅଧିକାରୀ ଗୌତମ କୁମାର ରାଜୱର କହିଛନ୍ତି ।ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିର ଡିଜିଟାଲ୍‌ କମ୍ୟୁନିକେସନ୍‌ ମ୍ୟାନେଜର ଦେବପାଲିକ ଗୁପ୍ତାଙ୍କ ମୃତ ଦେହକୁ ରେଳବାଇ ପୋଲିସ୍‌ ରାଞ୍ଚିରୁ ଉଦ୍ଧାର କରିଛି । ସେ ଟ୍ରେନ୍‌ରେ ପାଟନା ଯାଉଥିବାବେଳେ ନିଖୋଜ ହୋଇଯାଇଥିଲେ । ରେଳବାଇ ପୁଲିସ ମଙ୍ଗଳବାର ତାଙ୍କ ମୃତଦେହ ରାଞ୍ଚିରୁ ଉଦ୍ଧାର କରିଛି । ଜନ ସୁରାଜ ପାର୍ଟିର କାର୍ଯ୍ୟକର୍ତ୍ତା ୩୧ ବର୍ଷୀୟ ଦେବପାଲିକଙ୍କ ମୃତଦେହ ରାଞ୍ଚି-ମୁରି ରେଳପଥର ୩୭୯/୧୮ ନମ୍ବର ପୋଲ୍‌ ନିକଟରୁ ମିଳିଛି । ପ୍ରାଥମିକ ତଦନ୍ତରୁ ସେ ଚଳନ୍ତା ଟ୍ରେନ୍‌ରୁ ପଡିଯାଇଥାଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଞ୍ଚିସ୍ଥିତ ରିମ୍ସକୁ ପଠାଯିବ । ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ଅଙ୍ଗାରା ଥାନା ଅଧିକାରୀ ଗୌତମ କୁମାର ରାଜୱର କହିଛନ୍ତି ।

  • Related Posts

    କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା: ବିଜେଡି

    କୋଟିଆ ପ୍ରସଙ୍ଗରେ ଚୁପ୍ ବସିଛନ୍ତି ଟ୍ରିପଲ ଇଞ୍ଜିନ ସରକାର ଆନ୍ଧ୍ର ପ୍ରଦେଶ ହାତକୁ କୋଟିଆ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କୋଟିଆ ସାରା ଦେଶ ପାଇଁ ବିକାଶର ଏକ…

    Continue reading
    ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ: ବିଜେଡି

    ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ ରଥଯାତ୍ରାରେ ବାରମ୍ବାର ଘଟୁଥିବା ଅଘଟଣ ରାଜ୍ୟର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରୁଛି ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…