ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କଟକ ଓ ଭୁବନେଶ୍ୱର ଡିସିପିଙ୍କ ବଦଳି ହୋଇଛି। ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିବା ବେଳେ କଟକରେ ଏହି ପଦବି ପାଇଁ ଖିଲାରୀ ରିଷିକେଶଙ୍କୁ ଦାୟିତ୍ୱ ମିଳିଛି। ସେହିପରି ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କୁ ଏସ୍‌ଟିଏଫ୍ ଡିଆଇଜି ଭାବେ ବଦଳି ହୋଇଛି। ରାଜ୍ୟ ସରକାର ଏସ୍ ଏମ୍ ନରୱାଣେଙ୍କୁ ଓଏଚ୍‌ଆରସିର ସ୍ୱତନ୍ତ୍ର ଡିଜି ଭାବେ ଅବସ୍ଥାପିତ କରିଛନ୍ତି।

୧) ଏସ୍‌ଏମ୍ ନର୍‌ଭାନେ- ଥିଲେ – ପ୍ରିଣ୍ଟିଙ୍ଗ୍ ଷ୍ଟେସ୍‌ନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ – ହେଲେ – ଓଏଚ୍‌ଆର୍‌ସି ଡିଜି
୨) ଦୀପେଶ କୁମାର ପଟ୍ଟନାୟକ – ଥିଲେ – ସିଡିଏମ୍‌ଓ, ଓଏସ୍‌ଆର୍‌ଟିସି ନିର୍ଦ୍ଦେଶକ – ହେଲେ – ପ୍ରିଣ୍ଟିଙ୍ଗ୍ ଷ୍ଟେସ୍‌ନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ
୩) ଜତିନ୍ଦ୍ର କୋଏଲ୍ – ଥିଲେ – ଏଡିଜିପି – ହେଲେ-ଏଡିଜି ଏଚ୍‌ଆର୍‌ପିସି
୪) ଏସ୍‌. ପ୍ରଭନ କୁମାର – ଥିଲେ -ଆଇଜିପି – ହେଲେ – ଆଇଜିପି ସେଣ୍ଟ୍ରାଲ ରେଞ୍ଚ କଟକ
୫) ନରସିଂହ ଭୋଳ – ଥିଲେ – ଅବକାରୀ କମିଶନର – ହେଲେ – ଅତିରିକ୍ତ ସିପି ଭୁବନେଶ୍ୱର-କଟକ
୬) ଦୀପକ କୁମାର – ଥିଲେ – ହୋମଗାର୍ଡ ଓ ଅଗ୍ନିଶମ ବିଭାଗର ଆଇଜିପି – ହେଲେ – ଅପରସନ୍ ଆଇଜିପି
୭) ଜୟ ନାରାୟଣ ପଙ୍କଜ – ଥିଲେ – ଅପେରସନ୍ ଆଇଜିପି – ହେଲେ – ଇଣ୍ଟିଲିଜେନ୍ସ ଆଇଜିପି
୮) ସାର୍ଥକ ଷଡ଼ଙ୍ଗୀ – ଥିଲେ – ଏସ୍‌ଆର୍ ବ୍ରହ୍ମପୁର ଆଇଜିପି – ହେଲେ – ଇଣ୍ଟିଲିଜେନ୍ସ ଆଇଜିପି
୯) ନୀତି ଶେଖର – ଥିଲେ – ଏସ୍‌ଡବ୍ଲୁଆର୍ କୋରାପୁଟ ଆଇଜିପି – ହେଲେ – ଦକ୍ଷୀଣ ରେଞ୍ଜ ଆଇଜିପି
୧୦) ଉମାଶଙ୍କର ଦାସ – ଥିଲେ – ଅତିରିକ୍ତ ସିପି ଭୁବନେଶ୍ୱର – ହେଲେ – ହୋମଗାର୍ଡ଼ ଓ ଅଗ୍ନିଶମ ବିଭାଗର ଡିଆଇଜି
୧୧) ଅଖିଳେଶଭର ସିଂହ – ଥିଲେ ଅପରେସନ୍ ଡିଆଇଜି – ହେଲେ – ଦକ୍ଷୀଣ ପଶ୍ଚିମ ରେଞ୍ଜ ଡିଆଇଜି
୧୨) ଚରଣ ସିଂହ ମୀନା – ଥିଲେ – ସିଆର୍ କଟକ ଡିଆଇଜି – ହେଲେ – ପ୍ରୋଭିଜନିଙ୍ଗ ଡିଆଇଜି
୧୩) ପୀନାକି ମିଶ୍ର – ଥିଲେ – ଡିସିପି ଭୁବନେଶ୍ୱର – ହେଲେ – ଏସ୍‌ଟିଏଫ୍ ଭୁବନେଶ୍ୱର ଡିଆଇଜି
୧୪) ଜୁଗୋଳ କୁମାର ବନ୍ତ – ଥିଲେ – ରାଜ୍ୟ ପୋଲିସ ହେଡ୍‌କ୍ୱାଟର ଡିଆଇଜି – ହେଲେ – ଡିଆଇଜି
୧୫) ବତ୍ତୁଲା ଗଙ୍ଗାଧର – ଥିଲେ – ରାଜ୍ୟ ପୋଲିସ ହେଡ୍‌କ୍ୱାଟର ଡିଆଇଜି – ହେଲେ – ସିଆଇଡି, ସିବି ଡିଆଇଜି
୧୬) ଜଗମୋହନ ମୀନା – ଥିଲେ – ଡିସିପି କଟକ – ହେଲେ ଡିସିପି ଭୁବନେଶ୍ୱର
୧୭) ବିବେକାନ୍ଦ ଶର୍ମା – ଥିଲେ – ରାଜ୍ୟ ପୋଲିସ ହେଡ୍‌କ୍ୱାଟର ଏଆଇଜିପି – ହେଲେ – ରେଲୱେ କଟକ ଏସ୍‌ପି
୧୮) ଖିଲାରୀ ରିଷିକେଶ ଦିନ୍‌ଦେୟୋ – ବଲାଙ୍ଗୀର ଏସ୍‌ପି – ହେଲେ – କଟକ ଡିସିପି
୧୯) ଅଭିଳାଶ ଜି. – ଥିଲେ – ଏସ୍‌ପି କଳାହାଣ୍ଡି – ହେଲେ – ବଲାଙ୍ଗୀର ଏସ୍‌ପି
୨୦) ନାଗାରାଜ ଦେବରକୋଣ୍ଡା – ଥିଲେ – ବୌଦ୍ଧ ଏସ୍‌ପି – ହେଲେ-କଳାହାଣ୍ଡି ଏସ୍‌ପି
୨୧) ରାହୁଲ ଗୋଏଲ – ଥିଲେ – କଟକ ରେଲୱେ ଏସ୍‌ପି – ହେଲେ – ବୌଦ୍ଧ ଏସ୍‌ପି
୨୨) ଅଙ୍କିତ୍ କୁମାର ବର୍ମା – ଥିଲେ – ଜୟପୁର ଏସ୍‌ଡିପିଓ – ହେଲେ – ଭୁବନେଶ୍ୱର ଅତିରିକ୍ତ ଡିସିପି
୨୩) କଶ୍ୟପ ପାର୍ଥ ଜଗଦିସ- ଥିଲେ – ପ୍ରବେସନ୍‌ର – ହେଲେ – ଜୟପୁର ଏସ୍‌ଡିପିଓ
୨୪) ଅମ୍ରିତପାଲ ସିଂ – ଥିଲେ – ନୂଆପଡ଼ା ଏସ୍‌ଡିପିଓ – ହେଲେ – ଖୋର୍ଦ୍ଧା ଅତିରିକ୍ତ ଏସିପି
୨୫) ଅମ୍ରିତ୍‌ପାଲ କୌର – ଥିଲେ – ପଦ୍ମପୁର ଏସ୍‌ଡିପିଓ – ହେଲେ – ଅତିରିକ୍ତ ଡିସିପି ଭୁବନେଶ୍ୱର
୨୬) ସୋନାଲୀ ସିଂହ ପରମେର୍ – ଥିଲେ – ବଣାଇ ଏସ୍‌ଡିପିଓ – ହେଲେ ଭୁବନେଶ୍ୱର ୟୁପିଡି ଏସିପି

  • Related Posts

    ନ୍ୟାସନାଲ ଅର୍ବାନ କନକ୍ଲେଭ, ୨୩ରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଭୁବନେଶ୍ୱରରେ ହେବ ନ୍ୟାସନାଲ  ଅର୍ବାନ କନକ୍ଲେଭ୍‌ (ଜାତୀୟ ସହରାଞ୍ଚଳ  ସମ୍ମେଳନ) । ଆସନ୍ତା ୨୩ରୁ ୨୫ ତାରିଖ  ଯାଏ ଏହି ସମ୍ମେଳନ ହେବ । ଏଥିରେ  ସବୁ ମହାନଗର ନିଗମର ମେୟର ଓ  କମିଶନର ଯୋଗ ଦେବାର କାର୍ଯ୍ୟକ୍ରମ  ରହିଛି…

    Continue reading
    ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

    ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ